Posts in tag

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍


ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍

Read More

ଗତକାଲି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି ବୋଲି ସୂଚନା ରହିଛି । ଆଜି ସମ୍ବଲପୁର ଗସ୍ତରେ ଆସିଥାନ୍ତେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସମ୍ବଲପୁର ଧନକଉଡା ପଡିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ୪ଟି ଲୋକସଭା ଆସନର ବୁଥ ଲେବଲ୍ କାର୍ଯ୍ୟକର୍ତାଙ୍କ ଠାରୁ ଆରମ୍ଭକରି ସମସ୍ତ ପଦାଧୀକାରୀଙ୍କ ସହ ଶାହା ସିଧାସଳଖ କଥା ହୋଇଥାଆନ୍ତେ । …