Posts in tag

ଅମିତା ପଣ୍ଡା


ଓଡିଆ ଝିଅ ଅମିତାଙ୍କୁ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି ମୁକୁଟ

Read More

ଗତ ଅଗଷ୍ଟ ୨୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଗ୍ୟାଲେକ୍ସି-୨୦୧୮ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଓଡିଆ ଝିଅ ଅମିତା ପଣ୍ଡା । ଭୁବନେଶ୍ୱର ନିବାସୀ ଅମିତା ସଂପ୍ରତି ମାଇଣ୍ଡ ଟ୍ରି କମ୍ପାନୀରେ ଜଣେ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ । ସେ ହୃଦ୍ ରୋଗ ବିଶେଷଜ୍ଞ ଡକ୍ଟର ପ୍ରଭଞ୍ଜନ ମହାପାତ୍ରଙ୍କୁ ବିବାହ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ୪୦ ଜଣ ସୁନ୍ଦରୀ ମହିଳାଙ୍କୁ ସର୍ଟ …