Posts in tag

ଅମିତାଭ ଘୋଷ ପାଇବେ ୫୪ତମ ‘ଜ୍ଞାନପୀଠ ପୁରସ୍କାର’


ଖ୍ୟାତିନାମା ଇଂଲିଶ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ ସାହିତ୍ୟରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଜ୍ଞାନପୀଠ ପୁରସ୍କାର’ ପାଇବା ପାଇଁ ମନୋନିତ ହୋଇଛନ୍ତି । ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜଣେ ସାହିତ୍ୟକଙ୍କୁ ଏହି ପୁରସ୍କାର ମିଳିଥାଏ । ଶ୍ରୀ ଘୋଷ ୫୪ତମ ଜ୍ଞାନପୀଠ ବିଜେତା ହେବେ । ଏହା ପୂର୍ବରୁ ସେ ସମ୍ମାନଜନକ ପଦ୍ମଶୀ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇ ସାରିଛନ୍ତି । ସେ ତାଙ୍କ ଉପନ୍ୟାସରେ ଆଧୁନିକ ଯୁଗକୁ ଐତିହାସିକ …