କ୍ରୀଡ଼ା ଚର୍ଚ୍ଚିତ ଯୋଡ଼ି ବିରୁଷ୍କା virat and anushka bonding Om Prakash Dehury ବିବାହ ବେଦିରେ ଖୁସି ମୁହୁର୍ତ୍ତରେ ବିରାଟ ଓ ଅନୁଷ୍କା ଡେଟିଂରେ ସେଲ୍ଫି ନେଉଛନ୍ତି ଦୁଇ ସେଲିବ୍ରିଟି ବିରାଟ ଓ ଅନୁଷ୍କା ବିସିସିଆଇ ଫଙ୍କସନ୍ ରେ କିଙ୍ଗ ଖାନ୍ ଶାହରୁଖଙ୍କ ସହ ବିରାଟ ସର୍ବପ୍ରଥମେ ଇଣ୍ଡିଆନ୍ ସୁପର ଲିଗ୍ ରେ ଏକାଠି ନଜରକୁ ଆସିଥିଲେ ବିରାଟ ଓ ଅନୁଷ୍କା ଆଇପିଏଲ୍ ଅବସରରେ ଏକ ନିରୋଳା ମୁହୂର୍ତ୍ତରେ ବିରୁଷ୍କା ଅଷ୍ଟ୍ରେଲିଆ ଗସ୍ତରେ ବିରାଟଙ୍କ ସହ ଅନୁଷ୍କା ସିଡନୀରେ ଫଳାହାର ଅବସରରେ ଦୁଇ ବଣି ଯୋଡି ଡିଜାଇନର ମନୀଷ ମାଲହୋତ୍ରାଙ୍କ ୫୦ତମ ଜନ୍ମ ଦିବସରେ ପ୍ରେମୀ ଯୋଡି ପ୍ରେମ ଦିବସରେ ପ୍ରେମୀ ଯୁଗଳ ମହିଳା ଦିବସରେ ମା ଓ ଧର୍ମପତ୍ନୀଙ୍କ ସହ ବିରାଟ ଇଣ୍ଡିଆନ୍ ସ୍ପୋଟ୍ସ ଅନର ପୁରସ୍କାର, ୨୦୧୭ ପ୍ରଦାନ ଉତ୍ସବରେ ଲାସ୍ୟମୟୀ ଅନୁଷ୍କା ଏବଂ ସୌମ୍ୟକାନ୍ତ ବିରାଟ Views: 129
No Comment