ଚଳିତ ଆଇପିଏଲ ସିଜିନର ସଫଳ ତାରକା

Sanju Samson, most successful batsman

ଚଳିତ ଆଇପିଏଲ୍ ସିଜିନ୍ ଆରମ୍ଭ ହୋଇଛି । ଫଟାଫଟ କ୍ରିକେଟର ମଜା ଉଠାଉଛନ୍ତି ଦେଶବ୍ୟାପୀ ଅଗଣିତ ଦର୍ଶକ । ବ୍ୟାଟିଂ ଓ ବୋଲିଂର ଯାଦୁ ଦେଖାଉଛନ୍ତି କ୍ରିକେଟ ତାରକା । ଆସନ୍ତୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ସମ୍ପର୍କରେ ଜାଣିବା ।
ସର୍ବାଧିକ ରନ୍- ସଞ୍ଜୁ ସାମସନ୍(୧୭୮)
ଗୋଟିଏ ଓଭରରେ ଅଧିକ ରନ୍- ଲୋକେଶ ରାହୁଲ(୨୪)
ଅଧିକ ଚୌକା ମାରିଥିବା ଖେଳାଳି- ଶିଖର ଧାୱନ(୨୨)
ସବୁଠୁ ଅଧିକ ଛକା ମାରିଥିବା କ୍ରିକେଟର- ରସେଲ(୧୩)
ଦ୍ରୁତ ଅର୍ଦ୍ଧ ଶତକ – ଲୋକେଶ ରାହୁଲ(୧୪)
ଗୋଟିଏ ଇଂନିସରେ ସର୍ବାଧିକ ରନ୍- ସଞ୍ଜୁ ସାମସନ୍(୯୨)
ଦୀର୍ଘତମ ଛକା- ରସେଲ(୧୦୫ ମିଟର)
ସର୍ବୋତ୍ତମ ଷ୍ଟ୍ରାଇକ୍ ରେଟ-ରସେଲ(୨୧୫.୩୮)

Previous ହାପି ବାର୍ଥ ଡେ ଭିନୁ ମଙ୍କଡ
Next କୁମ୍ବଲେଙ୍କୁ ସାମ୍ନା କରିନାହାଁନ୍ତି ସଚିନ୍

No Comment

Leave a reply

Your email address will not be published. Required fields are marked *