ଆପଣ କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି? ଆପଣଙ୍କର ହବି କିମ୍ବା ଫେଭରାଇଟ୍ ଗେମ୍ସ କିମ୍ବା ସ୍ପୋଟ୍ସ କ୍ରିକେଟ ବୋଲି ମେନସନ୍ କରିଛନ୍ତି ତେବେ ସେ ସମ୍ପର୍କରେ ଆପଣଙ୍କୁ ଆମୂଳଚୂଳ ଜାଣିବାକୁ ପଡିବ । ଆମେ ଏବେ ପ୍ରତିଦିନ କ୍ରିକେଟ ସମ୍ପର୍କିତ କିଛି ତଥ୍ୟ ଆମ ୱେବସାଇଟ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ।
କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଏ । ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ଭଳି ତିନିଟି ଫର୍ମାଟରେ ଖେଳାଯାଉଥିବା ଏହି ଖେଳରେ ଟେଷ୍ଟ ମ୍ୟାଚ ପ୍ରଦର୍ଶନକୁ ଭିତ୍ତି କରି ଜଣେ ଖେଳାଳିର ଦକ୍ଷତା ନିରୂପଣ କରାଯାଇଥାଏ । ନିଜ ଦେଶ ପକ୍ଷରୁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ଖେଳାଳୀଙ୍କ ସମ୍ପର୍କରେ ଆମେ ଏଥର ସୂଚନା ପ୍ରଦାନ କରୁଛୁ ।
ତେନ୍ଦୁଲକର(ଭାରତ) ୫୧
କାଲିସ(ସାଉଥ୍ ଆଫ୍ରିକା) ୪୫
ପଣ୍ଟିଂ(ଅ ଷ୍ଟ୍ରେଲିଆ) ୪୧
ସାଙ୍ଗାକାରା(ଶ୍ରୀଲଙ୍କା) ୩୮
ୟୁନିସ୍ ଖାନ୍(ପାକିସ୍ତାନ) ୩୪
ଲାରା(ୱେଷ୍ଟଇଣ୍ଡିଜ) ୩୪
କୁକ୍(ଇଂଲଣ୍ଡ) ୩୨
ୱିଲିୟମସନ(ନ୍ୟୁଜିଲ୍ୟାଣ୍ଡ) ୧୮
ଆଣ୍ଡି ଫ୍ଲାୱାର(ଜିମ୍ବାୱେ) ୧୨
ତମିମ୍ ଇକବାଲ୍(ବାଂଲାଦେଶ) ୮
No Comment