ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ କ୍ରିକେଟର

most test ton for each team

ଆପଣ କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି? ଆପଣଙ୍କର ହବି କିମ୍ବା ଫେଭରାଇଟ୍ ଗେମ୍ସ କିମ୍ବା ସ୍ପୋଟ୍ସ କ୍ରିକେଟ ବୋଲି ମେନସନ୍ କରିଛନ୍ତି ତେବେ ସେ ସମ୍ପର୍କରେ ଆପଣଙ୍କୁ ଆମୂଳଚୂଳ ଜାଣିବାକୁ ପଡିବ । ଆମେ ଏବେ ପ୍ରତିଦିନ କ୍ରିକେଟ ସମ୍ପର୍କିତ କିଛି ତଥ୍ୟ ଆମ ୱେବସାଇଟ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ।

କ୍ରିକେଟକୁ ଭଦ୍ରଲୋକଙ୍କ ଖେଳ କୁହାଯାଏ । ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ଭଳି ତିନିଟି ଫର୍ମାଟରେ ଖେଳାଯାଉଥିବା ଏହି ଖେଳରେ ଟେଷ୍ଟ ମ୍ୟାଚ ପ୍ରଦର୍ଶନକୁ ଭିତ୍ତି କରି ଜଣେ ଖେଳାଳିର ଦକ୍ଷତା ନିରୂପଣ କରାଯାଇଥାଏ । ନିଜ ଦେଶ ପକ୍ଷରୁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ଖେଳାଳୀଙ୍କ ସମ୍ପର୍କରେ ଆମେ ଏଥର ସୂଚନା ପ୍ରଦାନ କରୁଛୁ ।

ତେନ୍ଦୁଲକର(ଭାରତ) ୫୧
କାଲିସ(ସାଉଥ୍ ଆଫ୍ରିକା) ୪୫
ପଣ୍ଟିଂ(ଅ ଷ୍ଟ୍ରେଲିଆ) ୪୧
ସାଙ୍ଗାକାରା(ଶ୍ରୀଲଙ୍କା) ୩୮
ୟୁନିସ୍ ଖାନ୍(ପାକିସ୍ତାନ) ୩୪
ଲାରା(ୱେଷ୍ଟଇଣ୍ଡିଜ) ୩୪
କୁକ୍(ଇଂଲଣ୍ଡ) ୩୨
ୱିଲିୟମସନ(ନ୍ୟୁଜିଲ୍ୟାଣ୍ଡ) ୧୮
ଆଣ୍ଡି ଫ୍ଲାୱାର(ଜିମ୍ବାୱେ) ୧୨
ତମିମ୍ ଇକବାଲ୍(ବାଂଲାଦେଶ) ୮

Previous ଭୁବନେଶ୍ୱର ଗାର୍ଲ ଶୃତିକ୍ଷାଙ୍କୁ ଫେମିନା ମିସ୍ ଇଣ୍ଡିଆ ମୁକୁଟ
Next ପଇଡ଼ ପାଣିର ଉପାଦେୟତା

No Comment

Leave a reply

Your email address will not be published. Required fields are marked *