ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଗ୍ନିବର୍ଷୀ ବୋଲିଂ ମାଧ୍ୟମରେ ବିଶ୍ୱ କ୍ରିକେଟରେ ପ୍ରଧାନ୍ୟ ବିସ୍ତାର କରିଥିଲେ କଙ୍ଗାରୁ ଦଳର ମ୍ୟାକଗ୍ରାଥ, ବ୍ରେଟଲି ଏବଂ ଜାସନ ଗିଲେସ୍ପି । ବିଶ୍ୱର ଯେକୌଣସି ବ୍ୟାଟିଂ ଲାଇନ୍ କୁ ବିଧ୍ୱସ୍ତ କରିବାର କ୍ଷମତା ରଖିଥିଲେ ଏହି ତ୍ରିମୂର୍ତ୍ତି । କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ସଭିଁଙ୍କୁ ଅଭିଭୂତ କରିବା ଭଳି କ୍ଷମତା ରଖିଥିଲେ ଜାସନ ଗିଲେସ୍ପି । ନାଇଟ ୱାଚମ୍ୟାନ ଭାବେ ସର୍ବାଧିକ ରନ୍ ହାସଲ କରିଛନ୍ତି ସେ । ୨୦୦୬ ମସିହାରେ ଚିଟ୍ଟାଗଙ୍ଗରେ ବାଂଲାଦେଶ ବିପକ୍ଷରେ ଅନୁଷ୍ଠିତ ଏକ ମ୍ୟାଚରେ ସଂଗ୍ରହ କରିଥିଲେ ଅପରାଜିତ ୨୦୧ ରନ ।
ମ୍ୟାଚ ବିଜେତା ନାଇଟ ୱାଚମ୍ୟାନ
night watch man Jason Gillespie

No Comment