ଟି-୨୦ରେ ପ୍ରଥମ ୧୦,୦୦୦ ରନ୍

first batsman to reach 10,000 t-20 run

ଟି-୨୦ କ୍ରିକେଟରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦,୦୦୦ ରନ୍ ସଂଗ୍ରହ କରିଛନ୍ତି କାରବିୟାନ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଫଟାଫଟ ଫର୍ମାଟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିବାର ଗୌରବ ହାସଲ ମଧ୍ୟ କରିଛନ୍ତି ଏହି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ । ଏଯାବତ୍ ୧୧,୧୩୧ ରନ୍ ସଂଗ୍ରହ କରିସାରିଲେଣି ଗେଲ । ଚୌକା ଓ ଛକା ମାରି ସଂଗ୍ରହ କରିଛନ୍ତି ୮୩୦୬ ରନ୍ ।
ଟି-୨୦ରେ ସଫଳ ବ୍ୟାଟ୍ସମ୍ୟାନଙ୍କ ତାଲିକା
ଗେଲ(୧୧,୧୩୧ ରନ୍)
ମ୍ୟାକୁଲମ୍(୯୦୩୯ ରନ)
ପୋଲାର୍ଡ(୮୦୮୧ ରନ)
ଏସ ମଲିକ(୭୭୨୮)
ୱାର୍ଣ୍ଣର(୭୬୬୮ ରନ)

Previous ଡେବ୍ୟୁ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ ନେଇଥିବା ଏକମାତ୍ର ଅଷ୍ଟ୍ରେଲିଆନ୍ ବୋଲର କିଏ ?
Next ମ୍ୟାଚ ବିଜେତା ନାଇଟ ୱାଚମ୍ୟାନ

No Comment

Leave a reply

Your email address will not be published. Required fields are marked *