ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାଁ ସୁପାରିଶ

First athletic coach from Odisha recommended for Dronacharya award

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାମ ସୁପାରିଶ କରିଛି ଭାରତୀୟ ଆଥଲେଟିକ ମହାସଂଘ । ଚଳିତ ମାସ ମେ ୫, ୬ ଦୁଇ ଦିନ ଧରି ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପସ ପାଇଁ ସେ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବବି ଏଲୟସିଅସ, କୁଲଦୀପ ସିଂହ ଭୁଲାର ଏବଂ ଜଟା ଶଙ୍କର । ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଁ ଟିପି ଓଉସେଫସଙ୍କ ନାଁ ସୁପାରିସ କରିଛି ଭାରତୀୟ ଆଥଲେଟିକ୍ସ ମହାସଂଘ ।

Previous ଆଜି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗ୍ରିନିଜଙ୍କ ଜନ୍ମ ଦିନ
Next ପ୍ରକୃତିଙ୍କୁ ଜାତୀୟ ପୁରସ୍କାର

No Comment

Leave a reply

Your email address will not be published. Required fields are marked *