ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାମ ସୁପାରିଶ କରିଛି ଭାରତୀୟ ଆଥଲେଟିକ ମହାସଂଘ । ଚଳିତ ମାସ ମେ ୫, ୬ ଦୁଇ ଦିନ ଧରି ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପସ ପାଇଁ ସେ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବବି ଏଲୟସିଅସ, କୁଲଦୀପ ସିଂହ ଭୁଲାର ଏବଂ ଜଟା ଶଙ୍କର । ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଁ ଟିପି ଓଉସେଫସଙ୍କ ନାଁ ସୁପାରିସ କରିଛି ଭାରତୀୟ ଆଥଲେଟିକ୍ସ ମହାସଂଘ ।
ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାଁ ସୁପାରିଶ
First athletic coach from Odisha recommended for Dronacharya award

No Comment