ଆଇପିଏଲରେ ଧୋନିଙ୍କ ସଫଳତା

Dhoni's success in IPL

ଇଣ୍ଡିଆନ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂହ ଧୋନିଙ୍କ ସଫଳତାର ଫର୍ଦ୍ଦ ବହୁତ ଲମ୍ବା । ପ୍ରଥମ ଆଇପିଏଲ ଅନୁଷ୍ଠିତ ହୋଇଥିଲା ୨୦୦୮ରେ । ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲା । ତା ପର ବର୍ଷ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲା ଧୋନିଙ୍କ ଦଳ । ୨୦୧୦ରୁ ୧୩ ପର୍ଯ୍ୟନ୍ତ ଲଗାତର ଚାରି ବର୍ଷ ଚେନ୍ନାଇ ସୁପରକିଙ୍ଗସ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲା । ୨୦୧୪ରେ ପ୍ଲେ ଅଫ୍ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିବାବେଳେ ୨୦୧୫ରେ ଫାଇନାଲ ଯାଏଁ ଉନ୍ନୀତ ହୋଇଥିଲା ଏହି ଦଳ । ୨୦୧୬ରେ ଗ୍ରୁପ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ ଦଳ । ୨୦୧୭ରେ ଫାଇନାଲ ଏବଂ ଚଳିତ ସିଜିନରେ ପ୍ଲେ ଅଫରେ ପହଞ୍ଚିସାରିଛି ଧୋନିଙ୍କ ଦଳ ।

Previous ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Next ଚଳିତ ଆଇପିଏଲ ସିଜିନର ନୂଆ ନାୟକ ରିଶଭ ପନ୍ତ

No Comment

Leave a reply

Your email address will not be published. Required fields are marked *