ଦୁବାଇ ପାରା ବ୍ୟାଡିମିଣ୍ଟନରେ ଭାଗ ନେବେ 3 ଓଡ଼ିଆ

3 odias selected for Dubai para badminton

ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ପାରା ବ୍ୟାଡିମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଆମ ରାଜ୍ୟ ଓଡିଶାର ତିନି ଜଣଙ୍କୁ ଚୟନ କରାଯାଇଛି । ୨୮ ଜଣିଆ ପାରା ବ୍ୟାଡିମିଣ୍ଟନ ଦଳରେ ଓଡିଶାର ପ୍ରମୋଦ ଭଗତ, ଡିଲେଶ୍ୱର ରାଓ ଏବଂ ସୁନୀଲ ପ୍ରଧାନ ସାମିଲ ହୋଇଛନ୍ତି । ଦୁବାଇସ୍ଥିତ ସାହାବାବ ଅଲ-ଇଲାହି ସ୍ପୋଟ୍ସ କ୍ଲବରେ ଆରମ୍ଭ ହେଉଥିବା ଏହି ପ୍ରତି ଯୋଗିତା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

Previous ଦାଦାସାହେବ ଫାଲକେ ଏକ୍ସିଲେନ୍ସି ପୁରସ୍କାର ପାଇବେ ଅନୁଷ୍କା
Next ହାପି ବାର୍ଥ ଡେ ଭିନୁ ମଙ୍କଡ

No Comment

Leave a reply

Your email address will not be published. Required fields are marked *