ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

WhatsApp infodesk on Covid 19.

ଲୋକଙ୍କ ସୁବିଧା ପାଇଁ ବୁଧବାର ଆରମ୍ଭ ହୋଉଛି ହ୍ୱାଟସଆପ ଇନଫୋଡେସ୍କ ୯୩୩୭୯୨୯୦୦୦। ଏହିର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। କରୋନା ପଦକ୍ଷେପ ସମ୍ପର୍କିତ ସୂଚନା ପାଇଁ http://t.co/cHuShnv3lhରେ hii ଟାଇପ କରି ପଠାଇବା କିମ୍ବା କ୍ଲିକ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। କରୋନା ସଂପର୍କରେ ସରକାରଙ୍କ ପଦକ୍ଷେପ ବିଷୟରେ ଜନସାଧାରଣ ତୁରନ୍ତ ସୂଚନା ପାଇବା ପାଇଁ ଏହି ସେବାର ଶୁଭାରମ୍ଭ କରାଯାଇଛି।

Previous କରୋନା ମୁକାବିଲା ପାଇଁ ଶପଥ ନେଲେ ସରପଞ୍ଚ
Next କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

No Comment

Leave a reply

Your email address will not be published. Required fields are marked *