ଟ୍ରାଇର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ସ

Trai new best fit plan for subscribers

କେବଲ ଓ DTH ଅପରେଟରଙ୍କ ପାଇଁ TRAI(ଟ୍ରାଇ)ର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ସ ପ୍ରଚଳନ କରିଛି । ଚ୍ୟାନେଲ ଲିଷ୍ଟିଂକୁ ନେଇ ଏହି ଗାଇଡ୍‌ଲାଇନ୍ସ ଜାରି କରାଯାଇଛି । ଏଥିରେ ବ୍ରଡ୍‌କାଷ୍ଟର୍ସଙ୍କୁ ନିଜ ଚ୍ୟାନେଲ ପାଇଁ ବାଛିବାକୁ ହେବ ଜନର୍‌, ଅଲଗା ଅଲଗା ଚ୍ୟାନେଲ ପାଇଁ ଦିଆଯିବ ସ୍ୱତନ୍ତ୍ର ନମ୍ବର , ଏହି ନମ୍ବର ଦେବେ ସମସ୍ତ ଅପରେଟର୍ସ. । ଚ୍ୟାନେଲର ଏହି ନମ୍ବର ବର୍ଷେ ପର୍ଯ୍ୟନ୍ତ ବଦଳି ପାରିବ ନାହିଁ, ବ୍ରଡ୍‌କାଷ୍ଟର୍ସ ଜୋନର ବଦଳାଇଲେ ୟୁନିକ ନମ୍ବର ବଦଳିବ ।

Previous ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା
Next ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ:ମାଲିକ, ମ୍ୟାନେଜର ଓ କଳାକାରଙ୍କ ବିରୋଧରେ ଏତଲା!

No Comment

Leave a reply

Your email address will not be published. Required fields are marked *