ଛାତ୍ରୀକୁ ହାଣିଦେଲା କ୍ଳାସମେଣ୍ଟ ପୁଅ ସାଙ୍ଗ

student attack another girl student at anandapur

କେନ୍ଦୁଝର ଆନନ୍ଦପୁର ସିଟି ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା ଛାତ୍ରୀଙ୍କୁ ହାଣିଲା ଛାତ୍ର। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯିବା ସହ ଅଭିଯୁକ୍ତ ଛାତ୍ରକୁ ଅଟକ ରଖିଛି ପୋଲିସ। ଆହତ ଛାତ୍ରୀଙ୍କ ଘର ଯାଜପୁର ଅଞ୍ଚଳରେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ପ୍ରେମ ଜନିତ କାରଣରୁ ଆକ୍ରମଣ ହୋଇଥିବାର ସୂଚନା ରହିଛି। ପୋଲିସ ତଦନ୍ତ ଜାରି ରଖିଛି ।

Previous ରାଷ୍ଟ୍ରପତି ଭବନରେ ୫୬ ଜଣଙ୍କୁ ଦିଆଗଲା ପଦ୍ମ ପୁରସ୍କାର
Next ଆସନ୍ତା ବର୍ଷରୁ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍‌ ପରୀକ୍ଷା !

No Comment

Leave a reply

Your email address will not be published. Required fields are marked *