ରାଷ୍ଟ୍ରପତି ଭବନରେ ୫୬ ଜଣଙ୍କୁ ଦିଆଗଲା ପଦ୍ମ ପୁରସ୍କାର

Padma Awards 2019

ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଉକୃଷ୍ଟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅଭିନେତା ମୋହନଲାଲଙ୍କୁ ପଦ୍ମଭୂଷଣ, ଅଭି ନେତା ଓ ନିର୍ଦ୍ଦେଶକ ପ୍ରଭୁ ଦେବା, ଗୀତିକାର ଶଙ୍କର ମହାଦେବନ , ମନୋଜ ବାଜପେୟୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ୧୧୨ ଜଣଙ୍କ ମଧ୍ୟରୁ ୫୬ ଜଣଙ୍କୁ ଆଜି ଦିଆଯାଉଛି ଏହି ପୁରସ୍କାର। ଏଥିରେ ଓଡ଼ିଶାର ୩ ଜଣ ବ୍ୟକ୍ତି ରହିଛନ୍ତି ।

Previous ୧୩ ଯାଏଁ ବଢିବ ତାତି
Next ଛାତ୍ରୀକୁ ହାଣିଦେଲା କ୍ଳାସମେଣ୍ଟ ପୁଅ ସାଙ୍ଗ

No Comment

Leave a reply

Your email address will not be published. Required fields are marked *