ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ ପରୀକ୍ଷାରେ ଓଡ଼ିଆ ଯୁବ ଓକିଲ ଟପ୍ପର

odia young lawer topped in Supreme Court AOR exam

ଓଡିଶାର ଉଦୀୟମାନ ଯୁବ ଓକିଲ ଧନଞ୍ଜୟ ମିଶ୍ର ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ(ଏଓଆର) ପରୀକ୍ଷାରେ ଫାଷ୍ଟ ରାଙ୍କ ହାସଲ କରିଛନ୍ତି । ଗତ ଜୁନ୍ ମାସରେ ଅନୁଷ୍ଠିତ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶ୍ରୀ ମିଶ୍ର । ପୁନେର ସୁମିର ସୋଧି ଦ୍ୱିତୀୟ ରାଙ୍କରେ ଅଛନ୍ତି । ୭୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ନାଲସର ୟୁନିଭରସିଟି ଅଫ୍ ଲରୁ ୨୦୧୦ରେ ଏଲ୍ ଏଲ୍ ବି ସରିଲା ପରେ କେମ୍ବ୍ରିଜ ୟୁନିଭରସିଟିରୁ ଏଲ୍ ଏଲ୍ ଏମ୍ କରିଥିଲେ ଧନଞ୍ଜୟ । ବରିଷ୍ଠ ଆଇନଜ୍ଞ ଅଶୋକ ପରିଜାଙ୍କ ଅଧୀନରେ ଆଇନ୍ ଅଭ୍ୟାସ କରୁଥିଲେ ସେ ।

Previous ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ, ୱିଲିୟମ୍ସନଙ୍କ ଆକର୍ଷଣୀୟ କ୍ୟାଚ୍
Next ଶ୍ରୀଦେବୀଙ୍କ ବାୟୋପିକରେ ଜଲୱା ଦେଖାଇବେ ବିଦ୍ୟା

No Comment

Leave a reply

Your email address will not be published. Required fields are marked *