ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ

Woman slapped to death by brother

ନୂଆପଡ଼ା ଖଡ଼ିଆଳ ଥାନା ନେହେନା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଭାଇର ଚାପୁଡ଼ା ମାଡ଼ରେ ଭଉଣୀର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହଉଛନ୍ତି ଅଙ୍କିତା ଦଣ୍ଡଶେନା। ପ୍ରହରୀ ଦେଖି ଯିବା ପାଇଁ ଜିଦ୍ କରିବାରୁ ଭଉଣୀ ଅଙ୍କିତାକୁ ମାଡ଼ ମାରିଥିଲା ଭାଇ ମୁକୁଚନ୍ଦ ଦଣ୍ଡଶେନା । ଅଙ୍କିତା ମୃତ ଜାଣି ପରିବାର ଲୋକେ ତାଙ୍କ ଶବକୁ ପୋଲିସକୁ ନଜଣାଇ ପୋଡି ଦେଇଥିବାର ଜଣାପଡିଛି। କୌଣସି ସୂତ୍ରରୁ ଖବରପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ପ୍ରକ୍ରିୟାରେ ଅଭିଯୁକ୍ତ ମୁକୁଚନ୍ଦ ଦଣ୍ଡଶେନାକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Previous ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମୋକଦ୍ଦମା
Next ଯାତ୍ରୀବାହୀ ବସ୍ ଓଲଟି ଜଣଙ୍କର ମୃତ୍ୟୁ,୬ ଆହତ

No Comment

Leave a reply

Your email address will not be published. Required fields are marked *