ସର୍ବସାଧରଣ ସ୍ଥାନରେ ଛେପ ପକାଇଲେ ଜରିମାନା


ଭାରତୀୟ ମହାମାରୀ ଆଇନ ୧୮୯୭ ଆଧାରରେ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରି ସର୍ବସାଧରଣ ସ୍ଥାନରେ ଛେପ ପକାଇବାକୁ ଏକ ଅପରାଧ ଭାବେ ଘୋଷଣା କରିଛନ୍ତି। ଏଥିରେ ଜରିମାନାର ବ୍ୟବସ୍ଥା ରହିଛି। ଉଲ୍ଲଂଘନ କାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକସ୍ତରୀୟ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୌରାଞ୍ଚଳ ୱାର୍ଡ ଅଧିକାରୀଙ୍କ ସମେତ ପୁଲିସ୍ କର୍ମଚାରୀମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

Previous ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ
Next କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ମିଳିବ ଜିଲ୍ଲାପାଳଙ୍କ କ୍ଷମତା!

No Comment

Leave a reply

Your email address will not be published. Required fields are marked *