ଆଜିଠୁ ମିଳିବ OJEE ଆଡମିଟ୍ କାର୍ଡ

ojee admit card available from today

ମେ ୧୨ରେ ହେବକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ୍ କାର୍ଡ। https://t.co/DrOLcJwPo2 ୱେବସାଇଟ୍‌ରୁ ଛାତ୍ରଛାତ୍ରୀ ଦଉନ୍ଲୋର୍ଡ କରିପାରିବେ ଆଡମିଟ୍ କାର୍ଡ। ଏହାସହ ୧୩ରେ ପିଜି କୋର୍ସ ପାଇଁ ହେବ ପରୀକ୍ଷା। ଚଳିତ ବର୍ଷ ଓଜେଇଇ ପରୀକ୍ଷା ଦେବେ ୪୭ ହଜାର ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟରେ ମୋଟ୍ ୮୬ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି। JEE ମେନ୍ ଭଳି ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଅନଲାଇନ୍ ପରୀକ୍ଷା।

Previous ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଅଜୟ ରାଏଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
Next ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

No Comment

Leave a reply

Your email address will not be published. Required fields are marked *