କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

Rs 15 lakh ex-gratia if any working journalist dies of coronavirus

କାର୍ଯ୍ୟରତ ସାମ୍ବାଦିକମାନଙ୍କର ଯଦି କରୋନା ଆକ୍ରାନ୍ତରେ ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ସହୟତା ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କରୋନା ଭୂତାଣୁ ସମ୍ପର୍କରେ ସାମ୍ବାଦିକମାନେ ଲୋକମାନଙ୍କୁ ସଚେତନ କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କ ଦାୟିତ୍ଵ ନିଷ୍ଠାର ସହିତ ନିର୍ବାହ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Previous ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Next ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନଙ୍କ ପରଲୋକ

No Comment

Leave a reply

Your email address will not be published. Required fields are marked *