ବଜେଟ୍ 2018: କ’ଣ ଶସ୍ତା, କ’ଣ ମହଙ୍ଗା?

Budget 2018: Cheaper and Costlier

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନରେ କେଉଁ ଜିନିଷ ମହଙ୍ଗା ହେବ ଓ କେଉଁଗୁଡ଼ିକୁ ଆପଣ ଶସ୍ତାରେ ପାଇପାରିବେ:

ଶସ୍ତା▼

ପିଓଏସ୍ ମେସିନ୍

କଞ୍ଚାମାଲ୍

ଅନଲାଇନ ରେଳ ଟିକଟ

ଲୁଣ

ସୋଲାର ପ୍ୟାନେଲ୍ ପାଇଁ ସୋଲାର୍ ଟାମ୍ପର୍ଡ କାଚ

ସୋଲାର୍ ବ୍ୟାଟେରୀ

ଜୀବନରକ୍ଷକ ଔଷଧ

ଦିଆସିଲି

ଏଲ୍‌ଇଡି

ଏଚ୍‌ଆଇଭିର ଔଷଧ

ଫିଙ୍ଗର୍ ସ୍କାନର୍

ଆଇରିସ୍ ସ୍କାନର୍

ଅପ୍ରକ୍ରିୟାକୃତ କାଜୁ

ତରଳ ପ୍ରାକୃତିକ ଗ୍ୟାସ୍

ସିଲଭର୍ ଫଏଲ୍

ଭାରତରେ ପ୍ରସ୍ତୁତ ହୀରା

ମହଙ୍ଗା▲

ମୋବାଇଲ୍ ଫୋନ୍

ଟିଭି

ଲାପଟପ୍

ବିଦେଶୀ କାର୍

ବିଦେଶୀ ଜୋତା

ବିଦେଶରୁ ସୁନା ଆଣିବା

ବିଦେଶୀ ସାଇକେଲ

ରେଷ୍ଟୁରାଣ୍ଟରେ ଖାଇବା

ଫୋନ୍ ବିଲ୍

ସିଗାରେଟ୍

ଖଇନି

ପାନ ମସଲା

ବାଇକ୍

ଫ୍ରିଜ୍

ଆସବାବପତ୍ର

ଫଳରସ

ଅତର

ସନସ୍କ୍ରିନ୍

ରେଶମ ବସ୍ତ୍ର

 

 

 

Previous ବଜେଟ୍ 2018: 20ଟି ପଏଣ୍ଟରେ ଜାଣନ୍ତୁ ପ୍ରମୁଖ ଘୋଷଣା
Next ଧୋବ ଫରଫର ଦାନ୍ତ ପାଇଁ 5ଟି ସରଳ ଫର୍ମୁଲା

No Comment

Leave a reply

Your email address will not be published. Required fields are marked *