ନାମାଙ୍କନ ଦାଖଲ କରିବେ ବୈଜୟନ୍ତ,ବିଜୟ-ନିରଞ୍ଜନ

Baijayant Jay Panda, Niranjan pattanayak, Bijaya mohaptra to file nomination for Lok Sabha seat today

ଆଜି କେନ୍ଦ୍ରାପଡ଼ାରେ ନାମାଙ୍କନ ଦାଖଲ କରିବେ ବହୁ ବରିଷ୍ଠ ନେତା। ବିଜେପି ପକ୍ଷରୁ ନାମାଙ୍କନ କରିବେ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର, ବିଜେଡି ପକ୍ଷରୁ ନାମାଙ୍କନ କରିବେ ପ୍ରତାପ ଦେବ ଓ ବେଦ ପ୍ରକାଶ ଅଗ୍ରୱାଲ, କଂଗ୍ରେସ ପକ୍ଷରୁ ନାମାଙ୍କନ କରିବେ ଧରଣୀଧର ନାୟକ ଓ ଅଂଶୁମାନ ମହାନ୍ତି। ସେହିଭଳି ଭଣ୍ଡାରିପୋଖରୀ ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ନାମାଙ୍କନ କରିବେ ନବଜ୍ୟୋତି ପଟ୍ଟନାୟକ।

Previous ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା
Next ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା

No Comment

Leave a reply

Your email address will not be published. Required fields are marked *