ଆଜି କେନ୍ଦ୍ରାପଡ଼ାରେ ନାମାଙ୍କନ ଦାଖଲ କରିବେ ବହୁ ବରିଷ୍ଠ ନେତା। ବିଜେପି ପକ୍ଷରୁ ନାମାଙ୍କନ କରିବେ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର, ବିଜେଡି ପକ୍ଷରୁ ନାମାଙ୍କନ କରିବେ ପ୍ରତାପ ଦେବ ଓ ବେଦ ପ୍ରକାଶ ଅଗ୍ରୱାଲ, କଂଗ୍ରେସ ପକ୍ଷରୁ ନାମାଙ୍କନ କରିବେ ଧରଣୀଧର ନାୟକ ଓ ଅଂଶୁମାନ ମହାନ୍ତି। ସେହିଭଳି ଭଣ୍ଡାରିପୋଖରୀ ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ନାମାଙ୍କନ କରିବେ ନବଜ୍ୟୋତି ପଟ୍ଟନାୟକ।
ନାମାଙ୍କନ ଦାଖଲ କରିବେ ବୈଜୟନ୍ତ,ବିଜୟ-ନିରଞ୍ଜନ
Baijayant Jay Panda, Niranjan pattanayak, Bijaya mohaptra to file nomination for Lok Sabha seat today

No Comment