ଟ୍ରକ୍‌କୁ ପଛରୁ ପିଟିଲା କାର: ୪ ମୃତ

4 Killed Car Crash In Odisha’s Sundargarh

ସୁନ୍ଦରଗଡ଼ ବଡଗାଁ ବ୍ଲକ ଜରଙ୍ଗଲୋଇରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣକ ମୃତ ହୋଇଛି । ରାସ୍ତା କଡ଼ରେ ଥିବା ଟ୍ରକ୍‌କୁ ପଛରୁ କାର ପିଟିବରୁ ୪ ଜଣକ ମୃତ ହୋଇଥିବା ସୁଚନା। ମୃତକମାନେ ବୀରମିତ୍ରପୁର ଅଞ୍ଚଳର ହୋଇଥିବା ଜଣା ପଡିଛି। କାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ୪ ମୃତକ ସାଜନ ଅଗ୍ରୱାଲ, ଉର୍ମିଲା ଦେବୀ, ନିଲମ ଅଗ୍ରୱାଲ ଓ ସଙ୍ଗୀତା ଅଗ୍ରୱାଲ।

Previous ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
Next ବିଜେଡି ଛାଡ଼ିଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

No Comment

Leave a reply

Your email address will not be published. Required fields are marked *