ପାକିସ୍ତାନ କ୍ୱେଟ୍ଟା ସହରରେ ବିସ୍ଫୋରଣ, ୧୪ ମୃତ ସଂଖ୍ୟାଧିକ ଆହତ

14 dead several injured in bomb blast in pakistans quetta

ଆଜି ସକାଳେ ପାକିସ୍ତାନର କ୍ୱେଟ୍ଟା ସହରର ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟି ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ସଂଖ୍ୟାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ନିରାପତ୍ତା ବଳ ଆଶଙ୍କା କରୁଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ କାହାର ହାତରହିଛି ଜଣାପଡ଼ିନାହିଁ । ତେବେ ଆହତ ମାନଙ୍କୁ ଉଧାରକରଯାଇ ଡାକ୍ତର ଖାନରେ ଭର୍ତି କରାଯାଇଛି । ବିସ୍ଫୋରଣ ଭୟାବହ ଏପାରିଥିଲାଯେ ଆଖପାଖରେ ଥିବା କୋଠାଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସମ୍ପୃକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।

Previous ମାଓ ଭୟରେ ୯ଟି ବୁଥରେ ଭୋଟ ଦେବା ପାଇଁ ଆସିଲେନି ମତଦାତା !
Next ପାଣ୍ଠିର ପୂର୍ଣ୍ଣ ବିବରଣୀ ଦେବେ ରାଜନୈତିକ ଦଳ: ସୁପ୍ରିମ କୋର୍ଟ

No Comment

Leave a reply

Your email address will not be published. Required fields are marked *