ଆଜି ସକାଳେ ପାକିସ୍ତାନର କ୍ୱେଟ୍ଟା ସହରର ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟି ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ସଂଖ୍ୟାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ନିରାପତ୍ତା ବଳ ଆଶଙ୍କା କରୁଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ କାହାର ହାତରହିଛି ଜଣାପଡ଼ିନାହିଁ । ତେବେ ଆହତ ମାନଙ୍କୁ ଉଧାରକରଯାଇ ଡାକ୍ତର ଖାନରେ ଭର୍ତି କରାଯାଇଛି । ବିସ୍ଫୋରଣ ଭୟାବହ ଏପାରିଥିଲାଯେ ଆଖପାଖରେ ଥିବା କୋଠାଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସମ୍ପୃକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ପାକିସ୍ତାନ କ୍ୱେଟ୍ଟା ସହରରେ ବିସ୍ଫୋରଣ, ୧୪ ମୃତ ସଂଖ୍ୟାଧିକ ଆହତ
14 dead several injured in bomb blast in pakistans quetta

No Comment