ଖସିଲା ୧୩୨ କେଭିର ବିଦ୍ୟୁତ ତାର

132 kv line fell down in odisha

୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ନିକଟରେ ଆଜି ମୁଖ୍ୟ ରାସ୍ତା ଉପରେ ୧୩୨ କେଭି ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ହଠାତ ଖସିପଡ଼ିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟବସତଃ ସେହି ସମୟରେ ଲୋକ ଚଳାଚଳ ନଥିବାରୁ କେହି ମୃତାହତ ହୋଇ ନଥିବା ଖବର ମିଳିଛି । ସେହିପରି କଟକ ସ୍ଥିତ ରାଜସ୍ୱ ଭବନର ତୃତୀୟ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ଏବଂ କର୍ମଚାରୀମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବିଭାଗ ପହଁଚିଥିଲା ।

Previous ବିଧାନସଭା ବଜେଟ୍ ଅଧିବେସନ, ପ୍ରଥମରୁ ମୁଲତବି
Next ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ବାଟ ଫିଟିଲା

No Comment

Leave a reply

Your email address will not be published. Required fields are marked *