ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନଙ୍କ ପରଲୋକ

most versatile and respected actors Irrfan Khan passed away

ବଲିଉଡ୍‌ ଜଗତର ପ୍ରତିଷ୍ଠିତ ଅଭିନେତା ଇର୍‌ଫାନ ଖାନଙ୍କ ୫୩ ବର୍ଷ ବୟସରେ ଆଜି ପରଲୋକ ହୋଇଛି । ମୁମ୍ବାଇ କୋକିଲାବେନ୍‌ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପେଟରେ ସଂକ୍ରମଣ ହେବାରୁ କାଲି ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ୨୦୧୮ ମସିହାରୁ ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ନିକଟରେ ଇର୍‌ଫାନଙ୍କ ‘ଅଂଗ୍ରେଜୀ ମିଡିଅମ’ ଫିଲ୍ମ ରିଲିଜ ହୋଇଥିଲା । ଇର୍‌ଫାନ ଜଣେ ବହୁମୁଖୀ ଅଭିନେତା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦର୍ଶକ ମହଲ ଓ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

Previous କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା
This is the most recent story.

No Comment

Leave a reply

Your email address will not be published. Required fields are marked *