କୃଷକମାନେ ମୁଗ, ବିରି, ଚିନାବାଦାମ, ହରଡ଼ ଓ ସୂର୍ଯ୍ୟମୁଖୀ ଆଦି ରବି ଉତ୍ପାଦ ଗୁଡ଼ିକୁ ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Price)ରେ ବିକ୍ରି କରିବା ପାଇଁ ବଜାର ଖୋଲାଯାଇଛି । କୃଷକମାନଙ୍କୁ ନାଫେଡ୍ର ‘ଇ-ସମୃଦ୍ଧି’ (e-SAMRUDHI) ପୋର୍ଟାଲରେ ସେମାନଙ୍କର ନାମ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରାଯାଇଛି ।
ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଫସଲ ବିକ୍ରି ପାଇଁ ବଜାର ସୁବିଧା
Minimum support price for pulses

No Comment