ଫେବ୍ରୁଆରି ୨୨ରୁ ମାଟ୍ରିକ ପରୀକ୍ଷା

metric exam start from february 22

ଚଳିତ ବର୍ଷ ଫେବ୍ରୁଆରି ୨୨ରୁ  ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀ ଫେବ୍ରୁଆରି ୮ରୁ ପାଇପାରିବେ ମାଟ୍ରିକ ଆଡମିଟ୍‌ କାର୍ଡ। ଚଳିତ ବର୍ଷ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୮୩୦ ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାରୁ ପରୀକ୍ଷା ହେବ । ଏହାସହ ମାଟ୍ରିକ ପରୀକ୍ଷା ପାଇଁ ହେବ ୩୦୪ ନୋଡାଲ ସେଣ୍ଟର। ସେହିଭଳି ମାଟ୍ରିକ ପରୀକ୍ଷା ପରେ ଅନ୍‌ ଲାଇନ୍‌ରେ ହେବ OTET ପରୀକ୍ଷା। OTET ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ।

Previous ଟ୍ରାଇ ନୂଆ ଡିଟିଏଚ୍ ନିୟମ: ନିଜପସନ୍ଦ ଚ୍ୟାନେଲ ପାଇଁ କେବଳ ଟଙ୍କା ଦେବେ ଗ୍ରାହକ
Next ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

No Comment

Leave a reply

Your email address will not be published. Required fields are marked *