ଲୋକସଭା ନିର୍ବାଚନ ଲଢ଼ିବେନି ମାୟାବତୀ

Mayawati will not contest the upcoming Lok Sabha elections

ଲୋକସଭା ନିର୍ବାଚନ ଲଢ଼ିବେନି BSP ମୁଖ୍ୟ ମାୟାବତୀ। ନିର୍ବାଚନ ନଲଢ଼ିବା ନେଇ ଆଜି ନିଜେ ସୂଚନା ଦେଇଛନ୍ତି ମାୟାବତୀ। ସେ କହିଛନ୍ତି ଯେ ‘ମୋ ବିଜୟ ଅପେକ୍ଷା ମେଣ୍ଟର ବିଜୟ ଅଧିକ ଗୁରୁତ୍ବପୂର୍ଣ୍ଣ’। ଏହା ପୂର୍ବରୁ ବରିଷ୍ଠ ରାଜନେତା ଶରଦ ପାୱାର ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିଲେ।

Previous ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା
Next ଆଜି ଦୋଳ ପୂର୍ଣ୍ଣିମା, ଉତ୍ସବମୁଖର ଦୋଳମଣ୍ଡପ

No Comment

Leave a reply

Your email address will not be published. Required fields are marked *