ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ:ମାଲିକ, ମ୍ୟାନେଜର ଓ କଳାକାରଙ୍କ ବିରୋଧରେ ଏତଲା!

khandagiri jatra dance controversy

ଭୁବନେଶ୍ବରରେ ଚାଲିଛି ଖଣ୍ଡଗିରି ମେଳା, ଆଉ ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ଯାତ୍ରାକୁ ନେଇ ବିବାଦ ଛିଡା ହୋଇଛି। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଯାତ୍ରାପାର୍ଟି ମାଲିକ, ମ୍ୟାନେଜର ଓ କଳାକାରଙ୍କ ବିରୋଧରେ ଏତଲା ଦାଖଲ ହୋଇଛି । ଅଶ୍ଳୀଳ ନୃତ୍ୟ ବନ୍ଦ ଦାବିରେ ଖଣ୍ଡଗିରି ଥାନାରେ କଳିଙ୍ଗ ସେନା ପକ୍ଷରୁ ଏତଲା ଦିଆଯାଇଛି । ଅଶ୍ଳୀଳ ନୃତ୍ୟ କରୁଥିବା ଯାତ୍ରା ପାର୍ଟିଙ୍କୁ ତାଗିଦ କରାଯାଇଛି ବୋଲି ପୋଲିସ କମିସନର ସତ୍ୟଜିତ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ।

Previous ଟ୍ରାଇର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ସ
Next ଚାରି ଦିନରେ ୬୨ କୋଟିରୁ ଅଧିକ ଆୟ କଲା 'ଟୋଟାଲ ଧମାଲ'

No Comment

Leave a reply

Your email address will not be published. Required fields are marked *