କାଲି ମିଳିବ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା

KALIA Yojana First Installment will transfer tomorrow

‘କାଳିଆ’ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା, ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି। ବିପର୍ଯ୍ୟୟ ପାଣ୍ଠିର ବିନିଯୋଗ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ। ଅନ୍ୟ ପକ୍ଷରେ କାଲି ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ୧୨ ଲକ୍ଷ ୪୫ ହଜାର ୪୯୦ ହିତାଧିକାରୀ ଟଙ୍କା ପାଇବେ, ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ ୨୧ ଲକ୍ଷ ହିତାଧିକାରୀ। ବଳକା ହିତାଧିକାରୀ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନଥିବାରୁ ଟଙ୍କା ମିଳିବନି ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ତଥ୍ୟ ଦେବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଟଙ୍କା ମିଳିବ।

Previous କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି
Next ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

No Comment

Leave a reply

Your email address will not be published. Required fields are marked *