ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ

Justice Pramath Patnaik Takes Oath As Orissa HC Judge

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ। ତାଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ. ଏସ୍‌. ଜାଭେରୀ ଶପଥପାଠ କରାଇଛନ୍ତି ।ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ପ୍ରମଥ । ସେଠାରେ ୨୦୧୪ ମସିହା ଡିସେମ୍ବରରୁ ବିଚାରପତି ଭାବେ କାର୍ଯ୍ୟକରୀ ଆସୁଥିଲେ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରକୁ ବୃଦ୍ଧି ହେଲା । ଚଳିତ ମାସ ୧୩ ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟଭାର ସମ୍ଭାଳିବାକୁ ନିର୍ଦେଶ ରହିଛି ।

Previous ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଜୁରି କମିଟି ଗଠନ
Next କାଲି ପରଦାକୁ ଆସିବ ‘ଗଲି ବଏ’

No Comment

Leave a reply

Your email address will not be published. Required fields are marked *