ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଖସିଲା ବାୟୁ ସେନାର ବିମାନ


ଓଡିଶା ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଏକ ଗାଁରେ ଭାରତ ଆକାଶ ବାହିନୀର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହାଇଛି । ସୂଚନାଯୋଗ୍ୟକି, ଝାଡଖଣ୍ଡ ଜିଲ୍ଲା ପୂର୍ବ ସିଂହଭୂମ ବାହାରଗୋରା ବ୍ଲକ ଅନ୍ତର୍ଗତ ମହୁଲଡଙ୍ଗ୍ରି ଗାଁରେ ବାୟୁ ଏହି ବିମାନଟି ଖସିପଡିଥିଲା । ବିମାନଟି ଦୁର୍ଭାଗ୍ୟବଶତଃ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ପରେ ବିମାନ ଚାଳକକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଯନ୍ତ୍ରଣା ପ୍ରଶମନ ନହେବାରୁ ବାହାଡଗୁଡା ହେଲ୍ଥ ସେ ଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଛି । ଖଡଗପୁରସ୍ଥିତ କଳାଇକୁଣ୍ଡା ବିମାନବନ୍ଦରରୁ ବାହାରିଥିବା ବିମାନ ଅଚାନକ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Previous ସ୍ୱାସ୍ଥ୍ୟ ଉପଯୋଗୀ ତୁଳସୀ
Next ବିହାର ରାଜ୍ୟପାଳଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ

No Comment

Leave a reply

Your email address will not be published. Required fields are marked *