ଭୁବନେଶ୍ୱର ବିମାନ ବନ୍ଦରରୁ ୯.୮୩ ଲକ୍ଷ ଟଙ୍କାର ସୁନା ଜବତ

gold seized from a passenger at bhubaneswar airport

ଭୁବନେଶ୍ବର ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି । ୯.୮୩ ଲକ୍ଷ ଟଙ୍କାର ୨୮୩.୨୪୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକରୁ କୋଲକାତା ନେଉଥିବା ସୁନା ଚାଲାଣକାରୀକୁ ଗିରଫ କରାଯାଇଛି । ବ୍ୟାଙ୍କକ୍‌ରୁ ଏୟାର ଏସିଆ ବିମାନରେ ଆସୁଥିଲା ସୁନା। ଅତି ଚାଳକର ସହକାରେ ଚାଲାଣକାରୀ ସୁନାକୁ ରିଙ୍ଗ ଭଳି କରି, ତାରି ଉପରେ ରୁପା କୋଟେଡ ଦେଇ ସେହି ଉକ୍ତ ରିଙ୍ଗକୁ ବୋତାମରେ ଗୁଡାଇ ଆଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ଏହାକୁ ଜବତ କରିଛି।

Previous ‘ସିଓଲ୍ ଶାନ୍ତି ପୁରସ୍କାର’ ପାଇଲେ ମୋଦି
Next ରିଲିଜ ହେଲା 'ଟୋଟାଲ ଧମାଲ'

No Comment

Leave a reply

Your email address will not be published. Required fields are marked *