ଆଣ୍ଡାମାନ ଦ୍ଵୀପପୁଞ୍ଜରେ ଭୂମିକମ୍ପ: ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ

earthquake of magnitude 4.8 hits andaman islands

ଆଜି  ସକାଳ ୬.୪୪ରେ ୪.୮ ତୀବ୍ରତାର ଭୂକମ୍ପ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଅନୁଭୂତ ହୋଇଥିଲା । ଭୂଗର୍ଭର ୯୫ କିଲୋମିଟର ଗଭୀରରେ ଥିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ।  ଭୂମିକମ୍ପରେ କୌଣସି ଜୀବନ ହାନି ହୋଇନଥିବାର ଜଣାପଡିଛି। ଏହାସହ ବିଶେଷ କିଛି କ୍ଷୟକ୍ଷତି ମଧ୍ୟ ହୋଇ ନାହିଁ । ଗତ ମାସ ୨୮ ତାରିଖ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଗୋଟାଏ ଭୂମିକମ୍ପ ହୋଇଥିଲା, ରିକ୍ଟର୍‌ସ୍କେଲ୍‌ରେ ଯାହାର ତୀବ୍ରତା ୪.୮ ଥିଲା। ସେହି ମାସ ୧୩ ତାରିଖ ରାତି ୧: ୫୧ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୪. ୫ ତୀବ୍ରତାର ଭୂମିକମ୍ପ ସଂଘଠିତ ହୋଇଥିଲା ମଧ୍ୟ ।

Previous ବିଜେଡିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା
Next ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ

No Comment

Leave a reply

Your email address will not be published. Required fields are marked *