ରିଲିଜ ହେଲା ‘ଟୋଟାଲ ଧମାଲ’

Comedy drama total dhamal release todya

ଆଜି ମୁକ୍ତି ଲାଭ କରିଛି କମେଡି ସିନେମା ‘ଟୋଟାଲ ଧମାଲ’। ଏହି ଫିଲ୍ମରେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବମନ ଇରାନି ପ୍ରମୁଖ ଅଭିନୟ କରିଛନ୍ତି । ପ୍ରାୟ ୧୮ ବର୍ଷ ପରେ ଏହି ଫିଲ୍ମରେ ଅନିଲ କପୁର ଓ ମାଧୁରୀ ଏକାଠି ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର । ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ସହ ହସେଇହସେଇ ବେଦମ କରୁଛି । ‘ଧମାଲ’ର ସିକ୍ୟୁଏଲ ହେଉଛି ‘ଟୋଟାଲ ଧମାଲ’।

Previous ଭୁବନେଶ୍ୱର ବିମାନ ବନ୍ଦରରୁ ୯.୮୩ ଲକ୍ଷ ଟଙ୍କାର ସୁନା ଜବତ
Next ସହରରେ ବଢୁଛି ତାପମାତ୍ରା,୧୩ଟି ସହରର ତାପମାତ୍ରା ୩୭ ଡିଗ୍ରୀ

No Comment

Leave a reply

Your email address will not be published. Required fields are marked *