ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ

chief minister grievance cell closed

ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ଆଜିଠୁ ନିର୍ବାଚନ ପ୍ରକ୍ରିୟା ଶେଷ ଯାଏ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାକୁ ନଜରରେ ରଖି ନିର୍ବାଚନ ପ୍ରକ୍ରିୟା ‌ଶେଷ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଜିଠୁ ବିଜେଡିର ହକ୍ ମାଗୁଛି ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜୁ ଯୁବ ଓ ଛାତ୍ର ସଂଗଠନ ଭୁବନେଶ୍ଵର ଲୋୟର ପିଏମଜିରୁ ଏହି ଅଭିଯାନ ଆରମ୍ଭ କରିଛି । ଏଥିରେ ରାଜ୍ୟପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ ବିଜୁ ଯୁବ ଓ ଛାତ୍ର ସଂଗଠନ ।

Previous ଆଣ୍ଡାମାନ ଦ୍ଵୀପପୁଞ୍ଜରେ ଭୂମିକମ୍ପ: ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Next ୧୩ ଯାଏଁ ବଢିବ ତାତି

No Comment

Leave a reply

Your email address will not be published. Required fields are marked *