ଅତାବିରା, ହିନ୍ଦୋଳରେ ବିଜେଡିର ବିପୁଳ ବିଜୟ

BJD wins in Atabira, Hindola NAC polls

ହିନ୍ଦୋଳ ଏବଂ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ନିର୍ବାଚନରେ ବିପୁଳ ବିଜୟ ହାସଲ କରିିଛି ଶାସକ ବିଜୁ ଜନତା ଦଳ । ବରଗଡ ଜିଲ୍ଲାର ଅତାବିରା ଏନଏସିରେ ୧୨ଟିଯାକ ୱାର୍ଡରେ ବିଜୟ ହାସଲ କରିଛି ବିଜେଡି । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡରୁ ୧୩ଟିରେ ବିଜୟ ହାସଲ କରିଛି ଶାସକ ଦଳ । ହିନ୍ଦୋଳରେ ଗୋଟିଏ ୱାର୍ଡରେ ବିଜେପି ଜିତିଥିବାବେଳେ ଆଉ ଦୁଇଟି ୱାର୍ଡରେ ବିଜୟ ଲାଭ କରିଛି ସ୍ୱାଧୀନ ଦଳ । ଅତାବିରା ଏନଏସିରେ ଖାତା ଖୋଲିପାରିନାହାଁନ୍ତି ବିଜେପି ଓ କଂଗ୍ରେସ । ସୂଚନାଯୋଗ୍ୟ କି, ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଥିଲା । ଦୁଇଟିଯାକ ଏନଏସି ପାଇଁ ଭୋଟ ଗ୍ରହଣ ପର୍ବ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ।

Previous ଅଭୁଲା ଦିନ
Next ଚିଙ୍କାରା ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ: 5 ବର୍ଷ ଜେଲ

No Comment

Leave a reply

Your email address will not be published. Required fields are marked *