ବିହାର ରାଜ୍ୟପାଳଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ

Bihar governer takes additional charge of Odisha

ବିିହାର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ସଂପ୍ରତି ଆମ ରାଜ୍ୟର ରାଜ୍ୟପାଳ ଦାୟିତ୍ୱରେ ଥିବା ଶ୍ରୀ ଏସ୍.ସି.ଜମିରଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ତାଙ୍କ ସ୍ଥାନରେ ବିହାର ରାଜ୍ୟପାଳଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ନିୟମିତ ରାଜ୍ୟପାଳ ଯୋଗ ଦେବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ଶ୍ରୀ ମଲିକ । ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୧, ୨୦୧୩ରେ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଶ୍ରୀ ଜମିର ।

Previous ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଖସିଲା ବାୟୁ ସେନାର ବିମାନ
Next ଓଡ଼ିଆଙ୍କ ପ୍ରାଣ ପଖାଳ

No Comment

Leave a reply

Your email address will not be published. Required fields are marked *