ରୋଗ ଦାଉରୁ ରକ୍ଷା କରେ ଅଶ୍ଵଗନ୍ଧା

benefits of ashwagandha

ଚିକିତ୍ସା କ୍ଷତ୍ରରେ ଅଶ୍ଵଗନ୍ଧାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହା ଏମିତି ଏକ ଚମତ୍କାରୀ ଗଛ ଯାହାକି ଶରୀରରୁ ଅନେକ ରୋଗକୁ ସମୂଳେ ମାରିଦେଇଥାଏ । ବିଶେଷ କରି ପେଟ ରୋଗ ପାଇଁ ଏହା ରାମବାଣ କହିଲେ ଭୂଲୁ ହେବନାହିଁ । ମାନସିକ ଅବସାଦ, ଚିନ୍ତା,ଥକାପଣ,ନିଦ୍ରାହିନତା ଅଶ୍ଵଗନ୍ଧା ସେବନ ଦ୍ୱାରା ଦୂର ହୋଇଥାଏ । ଏହାକୁ ଦିନରେ ଦୁଇଥର କ୍ଷୀର ବା ପାଣିରେ ମିଶାଇ ସେବନ କଲେ ଭଲ । ଏହାସହ ଏଥିରେ ଥିବା ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ଶରୀରକୁ ସଂକ୍ରମଣରୁ ରକ୍ଷାକରିଥାଏ । ଅଶ୍ଵଗନ୍ଧା କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । କେମୋ ନେବା ଦ୍ୱାର ଶରୀରରେ ତାର ଯେଉଁ କୁପ୍ରଭାବ ପଡିଥାଏ ତାହାକୁ କାମ କରିଥାଏ ଅଶ୍ଵଗନ୍ଧା। ଏହାର ଚେରକୁ ଗୁଣ୍ଡକରି ଘାଆରେ ଲଗାଇବା ଦ୍ୱାରା ଅତିକମ୍ ଦିନରେ ଭଲ ହେବାସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଚର୍ମ ରୋଗ ଭଲ କରିବାରେ ମଧ୍ୟ ଏହା ସାହାୟ ହୋଇଥାଏ। ଗ୍ୟାସ,ଅର୍ଶ ଭଳି ରୋଗ ଭଲ କରିବାରେ ମଧ୍ୟ ଅଶ୍ଵଗନ୍ଧା ସାହାୟ ହୋଇଥାଏ ।

Previous ଏରୋ ଇଣ୍ଡିଆ ଶୋ ବେଳେ ଅଘଟଣ, ପାର୍କିଂ ସ୍ଥଳୀରେ ନିଆଁ ଲାଗି ଜଳିଗଲା ୩୦୦ କାର
Next ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା

No Comment

Leave a reply

Your email address will not be published. Required fields are marked *