ଓଡ଼ିଶାରେ ଆଲର୍ଟ ଜାରି

alert in odisha

ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦ ପରେ ଦେଶର ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ତାହାକୁ ନଜରରେ ରଖି ଓଡ଼ିଶାରେ ଆଲର୍ଟ ଜାରି କରିଛନ୍ତି ଡିଜିପି । ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବିମାନ ବନ୍ଦର, ରେଳ ଷ୍ଟେସନରେ ସିନେମା ହଲ , କ୍ଷେପଣାସ୍ତ୍ର ଘାଟି ଓ ବନ୍ଦରରେ ଆଲର୍ଟ ଜାରି କରାଯାଇଛି। ଏଥିସହିତ ଅନ୍ୟ ସମସ୍ତ ବଡ଼ବଡ଼ ପ୍ରତିଷ୍ଠାନର ସୁରକ୍ଷାକୁ ଧ୍ୟାନ ଦେବାକୁ ବି ପରାମର୍ଶ ଦିଆଯାଇଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ।

Previous କଥାବାର୍ତ୍ତାରେ ମୀମାଂସା କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ
Next କାଲି ଭାରତ ଫେରିବେ ବାୟୁସେନା ପାଇଲଟ ଅଭିନନ୍ଦନ

No Comment

Leave a reply

Your email address will not be published. Required fields are marked *