ଆଗାମୀ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ ମାର୍ଚ୍ଚ ୧୫ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ କାମ କରିବ। ରାଜ୍ୟର ସାଧାରଣ ଜନତା ନିର୍ବାଚନ ସଂପର୍କିତ ଅଭିଯୋଗ ୦୬୭୪-୨୩୯୫୦୧୫ ନମ୍ବର ମାଧ୍ୟମରେ ଫୋନ୍କରି ଅଭିଯୋଗ କରିପାରିବେ। ଏହି ଟେଲିଫୋନ୍ ନମ୍ବର ମାଧ୍ୟମରେ ଜନତା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ।
ନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
24 hour control room open for election

No Comment