ନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

24 hour control room open for election

ଆଗାମୀ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ମାର୍ଚ୍ଚ ୧୫ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ କାମ କରିବ। ରାଜ୍ୟର ସାଧାରଣ ଜନତା ନିର୍ବାଚନ ସଂପର୍କିତ ଅଭିଯୋଗ ୦୬୭୪-୨୩୯୫୦୧୫ ନମ୍ବର ମାଧ୍ୟମରେ ଫୋନ୍‌କରି ଅଭିଯୋଗ କରିପାରିବେ। ଏହି ଟେଲିଫୋନ୍‌ ନମ୍ବର ମାଧ୍ୟମରେ ଜନତା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ।

Previous କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା
Next ଓଡ଼ିଶାର ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

No Comment

Leave a reply

Your email address will not be published. Required fields are marked *