ବିଜ୍ଞାନରେ ଆମେ ପଢ଼ିବା ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ବିଷୟରେ। ଆମର ଦୈନନ୍ଦିନ ଜୀବନରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ। କେତେପ୍ରକାରର ରାସାୟନିକ ପ୍ରତିକ୍ରିୟା ରହିଛି ଓ ସେ ସମ୍ବନ୍ଧରେ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ, ସେ ବିଷୟରେ ଜାଣିବା।
ବିଜ୍ଞାନ – ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ
Chemical reaction & equation
No Comment