ନାରୀ

ଖରାଦିନେ ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ…
ଶୀତ ସାରିବାସହ ଖରାଦିନ ପ୍ରବେଶ କଲାଣି । ତାପମାତ୍ରା ଯେତେପରିମାଣରେ ବଢିବ ତ୍ୱଚା ପାଇଁ ସେତିକି ସମସ୍ୟା ସୃଷ୍ଟିକରିବ । ମୁଖବ୍ରଣ, ଶୁଷ୍କତା, ସନ ଟ୍ୟାନ ତ୍ୱଚାକୁ ଖରାପ କରିବାସହ ଉଜ୍ୱଳତା ନଷ୍ଟକରି ଦେଇଥାଏ । ଯଦି ଆପଣବି ଖରାଦିନେ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତାକରନ୍ତୁ ନାହିଁ ଆମେ ଆପଣଙ୍କୁ କିଛିଟା ଘରୋଇ ଉପାୟ ବତାଉଛୁ ଯାହାକୁ ଆପଣାଇ ଏଥର ଖରାଦିନେ ଆପଣଙ୍କ ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିପାରିବେ। -ପ୍ରତିଦିନ ସାବୁନ୍ କିମ୍ବା …

ଅଦରକାରୀ ସିଡ଼-ଡ଼ିଭିଡିରୁ ଦରକାରୀ ଘରସଜା
ଅନେକ ଖରାପ ହୋଇଯାଇଥିବା ସିଡି ବା ଡିଭିଡ଼ିକୁ ଫୋପାଡ଼ି ଦିଆନ୍ତି । ହେଲେ ଆପଣ ଏହି ଖରାପ ସିଡି ବା ଡିଭିଡିକୁ ଘର ସଜା, ପେନଷ୍ଟାଣ୍ଡ ଭଳି ଅନେକ କାମରେ ଲଗାଇ ପାରିବେ । କ’ଣ କରିବେ ଆଉ କିପରି କରିବେ ସେ ବିଷୟରେ ଆମେ ଜଣାଉଛୁ । ଅଳ୍ପ ସମୟ ଓ କମ୍ ଖର୍ଚ୍ଚରେ ଏହି ସବୁ କରିପାରିବେ । ଝୁମର ପ୍ରଥମେ ଗୋଟିଏ ଗୋଲାକାର ସୋଲ ବା ହାଲକା କ୍ରିକେଟ୍ ବଲ ନିଅନ୍ତୁ । …

କେଶ ସୂନ୍ଦର କରେ ମେହେନ୍ଦି . . .
ନାରୀ ମାନଙ୍କର ଲମ୍ବା ଓ ସୁନ୍ଦର କେଶକୁ ନେଇ ସବୁବେଳେ ଦୁର୍ବଳତା ରହିଥାଏ । କେଶକୁ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ଚାହାନ୍ତି ସେ ଝିଅ ହୋଉ ବା ବୋହୁ । କେହି କେହି ନିଜ କେଶକୁ ରଙ୍ଗ କରିବା ପାଇଁ ବଜାରରୁ ନକଲି ଜିନିଷ କିଣି ପ୍ରୟୋଗ କରିଥାନ୍ତି । ଯାହା ଦ୍ୱାରାକି ଅନେକ ପ୍ରକାର କେଶ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ବି କେଶ ଝଡିବା , କେଶ ରୁକ୍ଷ ପରି …

ଉପକାରୀ ମନ୍ଦାର ଫୁଲ
ବାଡ଼ି ବଗିଚାରେ ଫୁଟୁଥିବା ମନ୍ଦାର ଫୁଲକୁ ପ୍ରାୟ ସମସ୍ତଙ୍କ ଘରେ କେବଳ ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ହେଲେ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । କେଶ ଉପୁଡ଼ା ସମସ୍ୟା ସମାଧାନ ପାଇଁ ଏହା ରାମବାଣ ଭଳି କାମକରିଥାଏ । ଏହା ବ୍ୟତୀତ ଶରୀର ଅନେକ ରୋଗ ଦୂର କରିଥାଏ ମନ୍ଦାର ଫୁଲ, ତେବେ ଜାଣନ୍ତୁ ସୁସ୍ଥ ରହିବା ପାଇଁ କିପରି ମନ୍ଦାର ଫୁଲର ବ୍ୟବହାର କରିବେ । ଘନ …

ପେଟ କମାଇବା ଉପାୟ
ବଡ଼ପେଟ ବା ମେଦ ବହୁଳତା ଆଜିର ଦିନରେ ଅନେକଙ୍କ ପାଇଁ ସମସ୍ୟା ପାଲଟିଛି । ଆପଣବି ଯଦି ଏହି ସମସ୍ୟା ନେଇ ଚିନ୍ତିତ ତେବେ ଆମେ ବତାଉଛୁ କିଛିଟି ସହଜ ଉପାୟ , ଯାହାଦ୍ୱାରା ଖୁବ କମ୍ ଦିନରେ ବିନା ଔଷଧରେ ପେଟ କମାଇ ପାରିବେ । ପ୍ରଥମେ ପେଟରେ ଚର୍ବି ବଢିବାର କାରଣ କ’ଣ ଜାଣନ୍ତୁ ତାପରେ ତାର ପ୍ରତିକାର କରନ୍ତୁ । ବଦଳୁଥିବା ଜୀବନଶୈଳୀ, କାମ ବ୍ୟସ୍ତତା, ଖାଦ୍ୟପାନୀରେ ଅନିୟମିତତା ଓ ଅଧିକ ଫାଷ୍ଟଫୁଡ଼ …

ଶୀତଦିନେ ତ୍ୱଚାର ଯତ୍ନ
ଶୀତଦିନରେ ତ୍ୱଚା ଶୁଷ୍କ ହୋଇ ଫାଟିଲା ପରିକା ଦେଖାଯାଏ । ଏହି କାରଣ ନେଇ ଅନେକେ ଚିନ୍ତିତ ହେବା ସହ ତ୍ୱଚାର ଯତ୍ନ କିପରି ନେବେ ଭାବି ବସନ୍ତି । ବିଶେଷ କରି ଶୀତ ଦିନରେ ଡ୍ରାଏ ସ୍କ୍ରିନ୍ ବ୍ୟକ୍ତିମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଶୀତ ଦିନରେ ି ଉଜ୍ୱଳ ତଥା ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି ତେବେ ଆମେ କିଛିଟି ସହଜ ଉପାୟ ଜଣାଉଛୁ, ଯାହାକୁ ନିୟମିତ ଭାବେ କରିବା …

ଘରେ ତିଆରି କରନ୍ତୁ ଶୀତଦିନିଆ ଲୋସନ
ଶୀତ ଦିନରେ ସାଧାରଣତଃ ତ୍ୱଚା ଶୁସ୍କ ଦେଖାଯିବା ସହ ରୁକ୍ଷ ହୋଇଯାଏ । ଆଉ ଏହି ରୁକ୍ଷ ଓ ଶୁସ୍କ ତ୍ୱଚାକୁ କୋମଳ ରଖିବା ପାଇଁ ପ୍ରାୟ ସମସ୍ତେ ବଡ଼ିଲୋସନ ବା ମଶ୍ଚରାଇଜରର ବ୍ୟବହାର କରିଥାନ୍ତି । ବଜାରରେ ମିଳୁଥିବା ବଡ଼ିଲୋସନ ବା ମଶ୍ଚରାଇଜରରେ ରାସାୟନିକ ପ୍ରଦାର୍ଥ ମିଶୁଥିବାରୁ ଏହା ତ୍ୱଚା ପାଇଁ ହାନିକାରକ ହୋବା ସହ ଏହାକୁ କିଣିବା ବେଳେ ବ୍ୟୟବହୁଳ ହୋଇଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରୋଇ ଉପାଦାନରେ ବଡ଼ିଲୋସନ …

ବୋତଲରୁ ସର୍ଜନା
ଘରକୁ ଆସୁଥିବା ତେଲ, ଘିଅ, ଥଣ୍ଡାପାନୀୟ,ପ୍ରସାଧନ ସାମଗ୍ରୀ ସରିଗଲା ପରେ ପ୍ଲାଷ୍ଟିକ୍ ବୋତଲ ବା ଡ଼ବାଗୁଡ଼ିକୁ ଅନେକ ଫୋପାଡ଼ି ଦେଇଥାନ୍ତି । ହେଲେ ଏହାକୁ ବ୍ୟବହାର କରି ସୂନ୍ଦର ଘରସଜା ଜିନିଷ ସହ ଘରେ, ଗାଧୁଆ ଘରେ, ରୋଷେଇ ଶାଳରେ ବ୍ୟବହାର କରିପାରିବେ । ଜାଣନ୍ତୁ କିପରି କରିବେ ପ୍ଲାଷ୍ଟିକ ବୋତଲର ବ୍ୟବହାର। -ଛୋଟ ବଡ଼ କରି ଦୁଇଟି ବୋତଲରେ ଜୁସ ବାହାର କରିପାରିବେ । ପ୍ରଥମେ ବଡ଼ ବୋତଲଟିକୁ ଅଧାରୁ ଅଧିକ ରଖି କାଟି ଦିଅନ୍ତୁ, …