Posts in category

ଆକର୍ଷଣ ଓ ଗାରିମା


ବଡ଼ଦିନ ଛୁଟିରେ ନୂଆପଡ଼ା ବୁଲା

Read More

ଧର୍ମ-ସୌନ୍ଦର୍ଯ୍ୟର ସଙ୍ଗମସ୍ଥଳୀ ଜାହାନିଆ ପୀଠ

Read More

ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ

Read More

ଶିତଋତୁରେ ପାଗ ଅନକୂଳ ରହିଥିବାରୁ ବୁଲାବୁଲି ସାଙ୍ଗକୁ ବଣ ଭୋଜିର ଆସର ବେଶ ଜମେ । ଏହାସହ ନୂଆବର୍ଷ ଓ ବଡ଼ ଦିନ ଛୁଟି ଏହି ଋତୁରେ ପଡ଼ୁଥିବାରୁ ବୁଲାବୁଲି ପାଇଁ ସୁହାଇଥାଏ । ଏବେଠୁତ ଅନେକ ଯୋଜନା କରି ସାରିବେଣି ବୁଲିବାକୁ । ଯଦି ଆପଣ ଏହି ଏଥର ଛୁଟିରେ କେଉଁଠିକୁ ବୁଲି ଯିବେ ଜାଣି ପାରୁ ନାହାଁନ୍ତି ବା ରାଜ୍ୟ ବାହାରକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି …

ବର୍ଷା ସରି ଶୀତଋତୁ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନଙ୍କରେ ଗହଳି ଦେଖିବାକୁ ମିଳିଲାଣି । ଯଦି ଆପଣ ବି ଏହି ପର୍ଯ୍ୟଟନ ଋତୁରେ ପରିବାର ବା ସାଙ୍ଗସାଥିଙ୍କ ସହ ବୁଲାବୁଲି ଓ ବଣଭୋଜି ପାଇଁ ଇଛା କରିଛନ୍ତି ତେବେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ ଯାଆନ୍ତୁ । ପ୍ରକୃତିକୁ ମନଭରି ଉପଭୋଗ କରିବା ପାଇଁ ସ୍ଥାନଟି ସମ୍ପୁର୍ଣ୍ଣ ଉପଯୁକ୍ତ । ତେବେ ସେଠାକୁ ଯାଇ କ’ଣ କ’ଣ ସବୁ ଦେଖିବେ ସେ ବିଷୟରେ ଜାଣନ୍ତୁ… ଗଞ୍ଜାମ ଜିଲ୍ଲା …

ଜାହାନିଆ ପୀଠ ରାଜଧାନୀଠାରୁ ୮୦ କିମି ଦୂରରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପିର ଜାହାନିଆ । ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା । ପୀଠରେ ସାମ୍ପ୍ରଦାୟିକ ସଦଭାବନାର ଛାପ ଦେଖିବାକୁ ମିଳେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ଧର୍ମ ଅନୁଯାୟୀ ପୂଜା କରିଥାନ୍ତି । ହିନ୍ଦୁମାନେ ପତାକା ଲାଗାଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଚାଦର ଚଢାଇଥାନ୍ତ ପିର ବାବାଙ୍କ ଉପରେ । …

କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି …

ସବୁଜ ପଥପ୍ରାନ୍ତ ସାଙ୍ଗକୁ ମନଲୋଭା ପ୍ରାକୃତିକ ଦୃଶ୍ୟ, ଛଉ ଓ ଝୁମରା ନୃତ୍ୟର ନାଦରେ ଆତ୍ମହରା କରିପକାଉଥିବା ସହର ହେଉଛି ମୟୁରଭଞ୍ଜ ଜିଲ୍ଲାର ବାରିପଦା । ସହରର ପ୍ରାକୃତିକ ପରିବେଶ ଯେପରି ମନଲୋଭା ଏଠାକାର ଐତିହ୍ୟ ମଧ୍ୟ ସେପରି ଆକର୍ଷଣୀୟ । ଏଠାରେ ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଗଢି ଉଠିଛି ଅନେକ ଐତିହ୍ୟ କିର୍ତ୍ତିରାଜ । ଆଜିର ଦିନରେ ସେଗୁଡ଼ିକ ଇତିହାସ ହୋଇଥିଲେ ମଧ୍ୟ ସହରର ସୌନ୍ଦର୍ଯ୍ୟ ବୃଦ୍ଧିକରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟ ହେଉଛି …

ତପ୍ତପାଣି ଉଷ୍ଣ ପ୍ରସବଣ ଗଞ୍ଜାମ ଜିଲ୍ଲାର ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ଏଠାକାର ମନୋଲୋଭା ଦୃଶ୍ୟ କାହାକୁ ବି କିଛି କ୍ଷଣ ବାନ୍ଧି ରଖି ପାରିବ । ଏହାର ଆକର୍ଷଣ ପାଇଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ ଏଠାକୁ । କଣ ଦେଖିବେ ଉଷ୍ଣ ପାଣିର ଝରଣା ସାଙ୍ଗକୁ , ମୃଗ ବିହାର ଅପୂର୍ବ ଅନୁଭବ ଆଣେ ପର୍ଯ୍ୟଟକ ମନରେ । ବିଶେଷ କରି ଶୀତ ଦିନରେ …

କର୍ମମୟ ଜୀବନରୁ ଟିକିଏ ଫୁରୁସତ୍ ପାଇଲେ ବ୍ୟକ୍ତି ଟିକିଏ ବୁଲାବୁଲି ପାଇଁ ଇଛା କରିଥାଏ । ବିଶେଷ କରି ବେଳାଭୂମିର ମଜା ନେବାକୁ ବେଶି ପସନ୍ଦ କରିଥାଏ । ଓଡ଼ିଶାରେ ବେଳାଭୂମିର ଅଭାବ ନାହିଁ ହେଲେ ଏକ ଶ।।ନ୍ତ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ସହ ନିଆରା ଓ ଅଭୂଲା ଅନୁଭୁତି ଦେଉଥିବା ବେଳାଭୂମି ହେଉଛି ଶିଆଳି । ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଦୂର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଶିଆଳିରେ ରହିଛି …

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠ ଅନ୍ୟତମ । ସେହିଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ସ୍ଥାନଟି ମଧ୍ୟ ବେଶ ପରିଚିତ । ସୁନ୍ଦର ବନରାଜି ମଧ୍ୟରେ ବହିଯାଉଥିବା ଝରଣା ଜଳରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ପଞ୍ଚଲିଙ୍ଗେଶ୍ୱର । ଯଦି ଆପଣ ଛୁଟିରେ କୁଆଡ଼େ ବୁଲିଯିବା ପାଇଁ ଭାବୁଛନ୍ତି ତେବେ ପଞ୍ଚଲିଙ୍ଗେଶ୍ୱର ଯାଆନ୍ତୁ । ଏହାସହ ଶ୍ରାବଣ ସୋମବାରରେ ଏଠାରେ ଭିଡ ଅଧିକ ରହିଥାଏ । ସେଠାରେ କଣ ଦେଖିବେ ଆମେ ଜଣାଉଛୁ… …

କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟ, ଖଣିଜ ସମ୍ପଦ ପାଇଁ ଯେତିକି ପରିଚିତ ମା ତାରିଣୀଙ୍କ ପାଇଁ ମଧ୍ୟ ସେତିକି ପରିଚିତ । ବୈତରଣୀ ଉତ୍ପତ୍ତିସ୍ଥଳ ସହ ଆଦିମ ଅଧିବାସୀଙ୍କ ଜୀବନଶୈଳୀ ବିଷୟରେ ଜାଣିପାରିବେ ଆପଣ ଏଠାକୁ ବୁଲିଗଲେ । ପରିବାର, ସାଙ୍ଗସାଥି ଓ ଏକୁଟିଆ କେନ୍ଦୁଝର ତାରେଣି ଦେଖି ଯାଆନ୍ତୁ । ଟିକିଏ ହାଲୁକା ଅନୁଭବ ପାଇଁ କେନ୍ଦୁଝର ବୁଲିଯାଆନ୍ତୁ ନା… ଘଟଗାଁ ତାରିଣୀ କେନ୍ଦୁଝର ଜିଲ୍ଲା ଘଟଗାଁରେ ରହିଛି ପ୍ରସିଦ୍ଧ ମା ତାରିଣୀଙ୍କ ପିଠ । ଶାଳ …

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରକୂଳିଆ ଗାଁ ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚବରାହୀ ବା ପଞ୍ଚୁବରାହୀ । ମନ୍ଦିରରେ ରହିଛି 5 ଭଉଣୀଙ୍କ 5ଟି ପ୍ରତିମା । 500ରୁ ଅଧିକ ବର୍ଷ ଧରି ଏହି ମନ୍ଦିରରେ ଏକ ଭିନ୍ନ ପରମ୍ପରା ରହିଆସିଛି । ସାତଭାୟାର ଧୀବର ସମ୍ପ୍ରଦାୟର କେବଳ ସଧବା ମହିଳାମାନେ ହିଁ ଦେବୀଙ୍କୁ ପୂଜା କରିବାର ଅଧିକାର ପାଇଛନ୍ତି । ପୁରୁଷ କିମ୍ବା ବିଧବା ମହିଳାଙ୍କୁ ଏଠାରେ ପୂଜା କରିବା କିମ୍ବା ଦେବୀଙ୍କ ବିଗ୍ରହକୁ ସ୍ପର୍ଶ …