ପରିବେଶ ପର୍ଯ୍ୟଟନ

ସବୁଜ ସୁନ୍ଦର ସତିଗୁଡ଼ା ଜୈବ ପାର୍କ
ଆଦିବାସୀ ଅଧ୍ୟୁସିତ ମାଲକାନାଗିରି ଜିଲ୍ଲାର ମାଓ ପ୍ରବଣତା ପାଇଁ କୁଖ୍ୟାତି ଥିଲେ ମଧ୍ୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଅବସର ସମୟ କଟାଇବାକୁ ନଦୀ, ପାହଡ଼ ଓ ଆଦିବାସୀ ଗାଁର ସବୁଜିମା ଉପଭୋଗ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଆଦିବାସୀଙ୍କ ଜୀବନଶୈଳୀରେ ଥିବା ନିରିହପଣ ଓ ସରଳତା ସହ ସେମାନେ ଆବେଗିକ ସମ୍ପର୍କ ଯୋଡ଼ି ଏକ ଭିନ୍ନ ଅନୁଭବରେ ସମୟ କାଟିବାକୁ …

ବିଚିତ୍ରପୁରରେ ପ୍ରକୃତିର ବୈଚିତ୍ର୍ୟ
ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହର କରି ଛୁଟି କାଟିବା ପାଇଁ ଚାହୁଁଥିଲେ ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଏଥିପାଇଁ ଉପଯୁକ୍ତ ସ୍ଥାନଟିଏ । ଲୁଣା ଜଙ୍ଗଲ ସହ ନାଲି କଙ୍କଡ଼ା, ବେଳାଭୂମି, ବୋଟିଂ, ହେନ୍ତାଳ ବଣ ଦେଖିବାର ସୁଯୋଗ ମିଳିଥାଏ ଏଠାରେ । ଏହାସହ ଗ୍ରାମ୍ୟ ପରିବେଶରେ ଛୁଟି କାଟିବା ପାଇଁ ସ୍ଥାନଟି ଅନେକଙ୍କ ପସନ୍ଦ । ରାଜ୍ୟରେ ରହିଥିବା ବିଭିନ୍ନ ଜୈବ ପର୍ଯ୍ୟଟନ ମଧ୍ୟରୁ ଏହା ଅନ୍ୟତମ । ଏହି ପର୍ଯ୍ୟଟନସ୍ଥଳୀର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଆମେ …

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ରାକୃତିକ ଦୃଶ୍ୟ ଯିଏ ଥରେ ଦେଖିଛି ସେ ବାରମ୍ବାର ସେଠାକୁ ଯିବାକୁ ଇଛା କରିବ ନିଶ୍ଚୟ । ସୁନ୍ଦର ବନରାଜି ସାଙ୍ଗକୁ ଅଦିବାସୀଙ୍କ ଜୀବନଶୈଳୀ, ଝରଣାର କୂଳୁକୂଳୁ ନାଦ ଚିତ୍ତଚୋରି କରିନେଇଥାଏ ପର୍ଯ୍ୟଟକଙ୍କର । ରାଜ୍ୟ ସରକାର ଦାରିଙ୍ଗବାଡ଼ିକୁ ଜୈବ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରିଥିବାରୁ ପର୍ଯ୍ୟଟକଙ୍କ ଅବସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସେଠାରେ ଉପଲବ୍ଧ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ୨୦୦ କିଲୋମିଟର ଦୂରରେ …

ଏସିଆର ସଫାସୁତୁରା ଗାଁ ମାୱଲିନନଙ୍ଗ
ମାୱଲିନନଙ୍ଗ ଗାଁର ସଫା ରାସ୍ତା ଓ ସୁନ୍ଦର ପରିବେଶକୁ ଦେଖିଲେ ଲାଗେ ସତେ ଯେମିତି ବିଦେଶରେ ଥିବା ଏହା କୌଣସି ଏକ ଗାଁ । କିନ୍ତୁ ପ୍ରକୃତରେ ଏହା ହେଉଛି, ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁ ମାୱଲିନନଙ୍ଗ । ପରିଷ୍କାର ପରିଚ୍ଛନ୍ନ ଗାଁ ଭାବେ ଏହା କେବଳ ଭାରତରେ ନୁହେଁ, ସମଗ୍ର ଏସିଆ ମହାଦେଶରେ ବେଶ ପରିଚିତ । ଗାଁକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାର ପରମ୍ପରା କାହିଁ କେବେଠୁଁ …

ଦୁନିଆର ୬ଟି ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା
ଦୁନିଅ।ରେ ଏମିତି ଅନେକ ରାସ୍ତା ରହିଛି, ଯେଉଁ ବାଟ ଦେଇ ଥରେ ଗଲେ ଆଉ ଥରେ କେବେବି ସେହି ବାଟ ଦେଇ ଯିବାକୁ ଆପଣଙ୍କର ଇଚ୍ଛା ହେବନାହିଁ । ସେହି ରାସ୍ତା କଥା ଭାବିବା ମାତ୍ରେ ଆପଣଙ୍କର ରୁମ ଟାଙ୍କୁରି ଉଠିବ । ବିପଦପୂର୍ଣ୍ଣ ରାସ୍ତାରୁ ଜୀବନ୍ତ ଫେରି ଆସିବା ମାନେ ମୃତ୍ୟୁ ମୁଖରୁ ଫେରି ଆସିଲା ଭଳି ମନେ ହେବ । ରାସ୍ତା ଦେଖିବାକୁ ସୁନ୍ଦର ସତ, ହେଲେ କାଳ ସବୁବେଳେ ସେଠି ପଇଁତରା ମାରୁଥାଏ …

ପକ୍ଷୀଙ୍କ ଭୂସ୍ୱର୍ଗ ‘ମଙ୍ଗଳାଯୋଡ଼ି’ର ମନଛୁଆଁ ଅନୁଭୂତି
ସକାଳ ପ୍ରାୟ ସାଢ଼େ 8ଟା । ଆମ ଗାଡ଼ି ଭୁବନେଶ୍ୱର ଡେଇଁ ଜାତୀୟ ରାଜପଥରେ ଆଗେଇ ଚାଲିଥାଏ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଆଡ଼କୁ । ଶୀତୁଆ ସକାଳ ହୋଇଥିଲେ ବି ଦେହରେ ପହିଲି ଖରା ବାଜିି ଆରାମ ଦେଉଥାଏ । କିଛି ସମୟ ପରେ ରାସ୍ତା ଦୁଇପାଖରେ ଦେଖିବାକୁ ମିଳିଲା କିଛି ଛୋଟବଡ଼ ଗଛଭର୍ତ୍ତି ସବୁଜ ପାହାଡ଼ । କିନ୍ତୁ ଆମ ମନ ସେଥିରେ ଲାଗୁ ନଥାଏ । ପ୍ରକୃତି କୋଳରେ କିଛି ସମୟ କାଟିବା ସହ …

ବିଲୁପ୍ତପ୍ରାୟ ‘ଘଡ଼ିଆଳ’ ବଂଶ
ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଛି ମହାନଦୀର ସାତକୋଶିଆ ଗଭୀର ଗଣ୍ଡ,ମଗର ମାନେ ସେଠାକାର ପରିବେଶରେ ବସବାସ କରିବା ସହ ସେ ଅଞ୍ଚଳର ପ୍ରଜନନ କରିବାର ଅନୁକୂଳ ଜଳବାୟୁ ପ୍ରକୃତି ଖଞ୍ଜି ଦେଇଛି । ସମଗ୍ର ଓଡିଶାରେ କୁମ୍ଭୀର ମାନଙ୍କ ବଂଶବିସ୍ତାର ପାଇଁ ଏହି ଗଣ୍ଡ ହିଁ ପ୍ରସିଦ୍ଧ ଲାଭ କରିଛି । ନଦୀର ଗାଡିୟାନ କୁହାଯାଉଥିବା ,ଘଡିଆଳ ପ୍ରଜାତିର ଥନଟିଆ କୁମ୍ଭୀରଙ୍କ ସ୍ଥିତି ଏବେ ସାରା ଭାରତବର୍ଷରେ ସଂକଟ ଅବସ୍ତାରେ । ଓଡିଶାରେ ଏହି ପ୍ରଜାତିର …

ଡାକୁଛି ତାଳସାରିର ନାଲି କଙ୍କଡ଼ା
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ନିକଟସ୍ଥ ତାଳସାରି ବେଳାଭୂମି ପର୍ଯ୍ୟଟକଙ୍କୁ ଅନେକ ନିଆରା ଅନୁଭୂତି ପ୍ରଦାନ କରୁଥିବାରୁ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରେ ପର୍ଯ୍ୟଟକମାନେ ନୀଳ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲହଡ଼ି ଭାଙ୍ଗି ଗାଧୋଇବାର ମଜା ନେଇପାରିବେ ଓ ତା ସହିତ ସ୍ୱର୍ଣ୍ଣାଭ ବାଲୁକାରାଶି ଉପରେ ଅସଂଖ୍ୟ ବିରଳ ନାଲି କଙ୍କଡ଼ାର ଲୁଚକାଳି ଖେଳ ମଧ୍ୟରେ ନିଜକୁ ହଜାଇ ଦେବାର ସୁଯୋଗ ପାଇପାରିବେ। ଏଥିସହ ଏକ …