Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

Prof. Aditya Mohanty: An effort worth Adruta

Read More

An old memory of Sankalp tv with Padma shree Kamala pujari

Read More

ଆଜିର ଦିନଟି ପାକିସ୍ତାନ କ୍ରିକେଟେପ୍ରମୀଙ୍କ ପାଇଁ ସ୍ମରଣୀୟ ଦିନ । ୧୯୯୭ ମସିହା ମେ ୨୧ ତାରିଖ । ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ସଇଦ ଅନୱର ଭାରତ ବିପକ୍ଷରେ ସଂଗ୍ରହ କରିଥିବା ୧୯୪ ରନ ଆଜିବି ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନିତିକ୍ରମ୍ୟ । ପାକିସ୍ତାନ କ୍ରକେଟ ଇତିହାସରେ ଅନୱର ଜଣେ ଅପ୍ରତିଦ୍ୱନ୍ଦୀ ଯୋଦ୍ଧା । ଉଭୟ ଟେଷ୍ଟ ଏବଂ ଏକଦିବସୀୟରେ ଦଳ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି ସେ । ପାକିସ୍ତାନ ପକ୍ଷରୁ ୫୫ଟି ଟେଷ୍ଟ ଖେଳି …

ବାଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ ବାଙ୍ଗାଲୁରୁ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ଏବି ଡିଭିଲିୟର୍ସଙ୍କ କ୍ୟାଚ ଉପସ୍ଥିତ କ୍ରୀଡାପ୍ରେମୀ ଏବଂ ସମୀକ୍ଷକଙ୍କୁ ଅଭିଭୂତ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୁରୁ ରୟାଲ ଚ୍ୟାଲେଞ୍ଜର୍ସ ଦୁଇ ଓପନରଙ୍କୁ ସଅଳ ହରାଇବା ସତ୍ତେ୍ୱ ଡିଭିଲିୟର୍ସ, ମୋଇନ ଅଲ୍ଲୀ ଏବଂ ଗ୍ରାଣ୍ଡହୋମଙ୍କ ଉପଯୋଗୀ ପାଳିକୁ ଭିତ୍ତି କରି ନିର୍ଦ୍ଧାରିତ ୨୦ ଓଭରରେ ସଂଗ୍ରହ କରିଥିଲା …

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଓଡିଆ ଆଥଲେଟିକ କୋଚ ସଞ୍ଜୟ ଗଡନାୟକଙ୍କ ନାମ ସୁପାରିଶ କରିଛି ଭାରତୀୟ ଆଥଲେଟିକ ମହାସଂଘ । ଚଳିତ ମାସ ମେ ୫, ୬ ଦୁଇ ଦିନ ଧରି ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପସ ପାଇଁ ସେ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଧ୍ୟାନଚାନ୍ଦ ପୁରସ୍କାର ପାଇଁ ବବି ଏଲୟସିଅସ, କୁଲଦୀପ ସିଂହ ଭୁଲାର ଏବଂ ଜଟା ଶଙ୍କର । ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର …

ଆଜିର ଦିନରେ ଜନ୍ମ ହୋଇଛନ୍ତି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗର୍ଡନ ଗ୍ରିନିଜ । ନିଜର ୧୦୦ତମ ଏକଦିବସୀୟରେ ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ଗ୍ରିନିଜ । ଟେଷ୍ଟ ଇତିହାସରେ ରିଟାୟାର୍ଡ ନଟଆଉଟ ଭଳି ଏକ ବିରଳ ରେକର୍ଡ ମଧ୍ୟ ରହିଛି ତାଙ୍କ ନାଁରେ । ବାର୍ବାଡୋସ ପକ୍ଷରୁ ଖେଳିବା ପୂର୍ବରୁ ଇଂଲିସ କାଉଣ୍ଟିଂ କ୍ରିକେଟ ଖେଳି କ୍ୟାରିୟର ଆରମ୍ଭ କରିଥିଲେ ଗ୍ରିନିଜ । ଅନେକ ସିଜିନରେ ହାମ୍ପସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ …

ସଂପ୍ରତି ବିଶ୍ୱ କ୍ରିକେଟରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଅବିସ୍ମରଣୀୟ ରହିଛି । ୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ପଦାର୍ପଣ କଲା ପରଠାରୁ ତାଙ୍କ ପ୍ରଦର୍ଶନରେ ଅଭୁତପୂର୍ବ ଉନ୍ନତି ଦେଖିବାକୁ ମିଳିଛି । ୱେଷ୍ଟ ଜୋନ୍ ତରଫରୁ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ରୋହିତ ଖେଳିଥିବା ୧୪୨ ରନର ଇଂନିସ ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ରନର ଦମଦାର ଇଂନିସ ତାଙ୍କ ପ୍ରତିଭାର ବଳିଷ୍ଠ ପ୍ରମାଣ । ଏହି ଇଂନିସ …

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଗ୍ନିବର୍ଷୀ ବୋଲିଂ ମାଧ୍ୟମରେ ବିଶ୍ୱ କ୍ରିକେଟରେ ପ୍ରଧାନ୍ୟ ବିସ୍ତାର କରିଥିଲେ କଙ୍ଗାରୁ ଦଳର ମ୍ୟାକଗ୍ରାଥ, ବ୍ରେଟଲି ଏବଂ ଜାସନ ଗିଲେସ୍ପି । ବିଶ୍ୱର ଯେକୌଣସି ବ୍ୟାଟିଂ ଲାଇନ୍ କୁ ବିଧ୍ୱସ୍ତ କରିବାର କ୍ଷମତା ରଖିଥିଲେ ଏହି ତ୍ରିମୂର୍ତ୍ତି । କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ସଭିଁଙ୍କୁ ଅଭିଭୂତ କରିବା ଭଳି କ୍ଷମତା ରଖିଥିଲେ ଜାସନ ଗିଲେସ୍ପି । ନାଇଟ ୱାଚମ୍ୟାନ ଭାବେ ସର୍ବାଧିକ ରନ୍ ହାସଲ କରିଛନ୍ତି ସେ । ୨୦୦୬ …

ଟି-୨୦ କ୍ରିକେଟରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦,୦୦୦ ରନ୍ ସଂଗ୍ରହ କରିଛନ୍ତି କାରବିୟାନ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଫଟାଫଟ ଫର୍ମାଟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିବାର ଗୌରବ ହାସଲ ମଧ୍ୟ କରିଛନ୍ତି ଏହି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ । ଏଯାବତ୍ ୧୧,୧୩୧ ରନ୍ ସଂଗ୍ରହ କରିସାରିଲେଣି ଗେଲ । ଚୌକା ଓ ଛକା ମାରି ସଂଗ୍ରହ କରିଛନ୍ତି ୮୩୦୬ ରନ୍ । ଟି-୨୦ରେ ସଫଳ ବ୍ୟାଟ୍ସମ୍ୟାନଙ୍କ ତାଲିକା ଗେଲ(୧୧,୧୩୧ ରନ୍) ମ୍ୟାକୁଲମ୍(୯୦୩୯ …

ପ୍ରାୟ 1550 ମସିହାରୁ ବାନ୍ତୁ ଓ ଚଟୁର ଖେଳ କ୍ରିକେଟ ଆରମ୍ଭ ହୋଇଛି । ଦିନକୁ ଦିନ ଏହି ଖେଳର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । କ୍ରୀଡା ସାମ୍ବାଦିକତା ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । କ୍ରୀଡା ସମ୍ବନ୍ଧୀୟ ଯେକୌଣସି ନିବନ୍ଧ ଲେଖିଲାବେଳେ ଉକ୍ତ କ୍ରୀଡା ସମ୍ପର୍କରେ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି । କ୍ରିକେଟ ସମ୍ପର୍କରେ କିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ନିୟମିତ ଉପସ୍ଥାପନ କରୁଛୁ । ଡେବ୍ୟୁ ଟେଷ୍ଟ ମ୍ୟାଚରେ …

ସଚିନ୍ ତେନ୍ଦୁଲକର ଏବଂ ଅନିଲ କୁମ୍ବଲେ ଭାରତୀୟ କ୍ରିକେଟର ଦୁଇ ସଫଳ ତାରକା । ଏଠାରେ ଏହି ଦୁଇ ତାରକାଙ୍କ ବିଷୟରେ ଉପସ୍ଥାପନ କରିବାର ଯଥାର୍ଥତା ହେଉଛି ଗୋଟିଏ ବି ରଣଜୀ ମ୍ୟାଚରେ କୁମ୍ବଲେଙ୍କ ବୋଲିଂର ସାମ୍ନା କରିନାହାଁନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ ସଚିନ୍ ତେନ୍ଦୁଲକର । ପଦାର୍ପଣ ମ୍ୟାଚରେ ମାତ୍ର ୧୫ ରନ୍ ରେ ପାକିସ୍ତାନୀ ଦ୍ରୁତ ବୋଲର ୱାକର ୟୁନୁସଙ୍କ ଦ୍ୱାରା ବୋଲ୍ଡ …

ଚଳିତ ଆଇପିଏଲ୍ ସିଜିନ୍ ଆରମ୍ଭ ହୋଇଛି । ଫଟାଫଟ କ୍ରିକେଟର ମଜା ଉଠାଉଛନ୍ତି ଦେଶବ୍ୟାପୀ ଅଗଣିତ ଦର୍ଶକ । ବ୍ୟାଟିଂ ଓ ବୋଲିଂର ଯାଦୁ ଦେଖାଉଛନ୍ତି କ୍ରିକେଟ ତାରକା । ଆସନ୍ତୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ସମ୍ପର୍କରେ ଜାଣିବା । ସର୍ବାଧିକ ରନ୍- ସଞ୍ଜୁ ସାମସନ୍(୧୭୮) ଗୋଟିଏ ଓଭରରେ ଅଧିକ ରନ୍- ଲୋକେଶ ରାହୁଲ(୨୪) ଅଧିକ ଚୌକା ମାରିଥିବା ଖେଳାଳି- ଶିଖର ଧାୱନ(୨୨) ସବୁଠୁ ଅଧିକ ଛକା ମାରିଥିବା କ୍ରିକେଟର- ରସେଲ(୧୩) ଦ୍ରୁତ ଅର୍ଦ୍ଧ …