Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

Prof. Aditya Mohanty: An effort worth Adruta

Read More

An old memory of Sankalp tv with Padma shree Kamala pujari

Read More

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟର ଦ୍ୱାର ଦେଶରେ ଉପନୀତ ହୋଇଛି । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ପରେ ତୃତୀୟ ମ୍ୟାଚରେ ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଚତୁର୍ଥ ଇଂନିସରେ ଘରୋଇ ଇଂଲଣ୍ଡ ଦଳ ସମ୍ମୁଖରେ ୫୨୧ ରନ୍ ର ବିଶାଳ ଲକ୍ଷ୍ୟ ରହିଥିଲା । ମିଳିଥିବା ସୂଚନାନୁଯାୟୀ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୯ ଉଇକଟେ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲର ଲୟକୁ ଫେରିଛନ୍ତି । ପ୍ରଥମ ଇଂନିସରେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଦୃଢ ବ୍ୟାଟିଂ ଜରିଆରେ ୧୬୮ ରନର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳ ଦ୍ୱିତୀୟ ଇଂନିସରେ ମଧ୍ୟ ଚମତ୍କାର ଆରମ୍ଭ କରିଛି । ଘରୋଇ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟକୁ ଭୁଲି …

ଆଜିଠାରୁ ଭାରତ ଓ ଆଫଗାନିସ୍ଥାନ  ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଏକ ନିଆରା ରେକର୍ଡ ସ୍ଥାପନ କରିଛନ୍ତି ଶିଖର ଧାୱନ । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଶତକ ହାସଲ କରିବାରେ ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି ଧାୱନ । ପୂର୍ବରୁ ଭିକ୍ଟର ଟ୍ରମ୍ପର, ଚାଲର୍ସ ମାକରଟିନି, ଡନ ବ୍ରାଡମ୍ୟାନ, ମାଜିଦ ଖାନ ଏବଂ ଡେଭିଡ ୱାର୍ଣ୍ଣର ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟର …

ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ରିଦ୍ଧିମାନ ଶାହାଙ୍କ ବଦଳରେ ଦୀନେଶ କାର୍ତ୍ତିକ ଖେଳିବେ । ଶାହା ଆହତ ଥିବା ଯୋଗୁଁ ଆଗାମୀ ଟେଷ୍ଟରେ ଖେଳିପାରିବେନି । ପାର୍ଥିବ ପଟେଲ ଏବଂ ରିଦ୍ଧିମାନ ଶାହାଙ୍କ ଠାରୁ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ଦୀନେଶ । ଯାହା ସଦ ସମାପ୍ତ ଆଇପିଏଲରୁ ପ୍ରମାଣିତ ହୋଇଛି । ସମଗ୍ର ଆଇପିଏଲରେ ୪୯୮ ରନ ସଂଗ୍ରହ କରି କୋଲକାତା ନାଇଟ ରାଇଡର୍ସର ସର୍ବାଧିକ ରନ ସଂଗ୍ରହକାରୀ ହେବାର ଗୌରବ …

ଆଜିର ଦିନରେ ଜଣେ ମହାନ୍ ଖେଳାଳିଙ୍କ ଜୀବନଯାତ୍ରାର ଅନ୍ତ ଘଟିଥିଲା । ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହାନ୍ସି କ୍ରୋନ୍ଜେ । ଦକ୍ଷିଣ ଆଫ୍ରିକା ୱେଷ୍ଟର୍ଣ୍ଣ କେପ ଜର୍ଜ ସହର ନିକଟରେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡିଥିଲେ ସେ । ମୃତ୍ୟୁ ବେଳକୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା ତାଙ୍କୁ ।   ୯୦ ଦଶକରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ମଙ୍ଗ ଧରିଥିଲେ ହାନ୍ସି କ୍ରୋନ୍ଜେ …

ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ରବି ଶାସ୍ତ୍ରୀ ୧୯୮୩ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ହେବା ସହ ୧୯୮୫, ୱାଲ୍ଡ ଚମ୍ପିଆନସିପ ଅଫ କ୍ରିକେଟରେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଗୋଟିଏ ଓଭରରେ ୬ଟି ଛକା ମାରିବା ରେକର୍ଡ ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ନାମରେ ରହିଛି । ଜଣେ ନାମକରା କମେ ଣ୍ଟେଟର ଭାବେ ମଧ୍ୟ ବିଶ୍ୱ ବିଦିତ ଶାସ୍ତ୍ରୀ । ସଂପ୍ରତି ଭାରତୀୟ ସିନିୟର ଦଳର ମୁଖ୍ୟ କୋଚ …

ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟର ଡେଟିଂ କରିବା କିଛି ନୂଆ କଥା ନୁହେଁ । ସଂପ୍ରତି ବଲିଉଡ ଦିଭା ନିଧି ଅଗ୍ରୱାଲଙ୍କ ସହ ଲଭ୍ ଆଫେୟର୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ଲୋକେଶ ରାହୁଲ । ଏକ ରେସ୍ତୋରାଁରୁ ବାହାରୁଥିବାବେଳେ ସଭିଁଙ୍କ ନଜରରେ ଆସିଥିଲେ ଦୁହେଁ । ଗତ କିଛି ବର୍ଷ ମଧ୍ୟରେ ହିନ୍ଦୀ ସିନେମା ଜଗତର ସୁନ୍ଦର ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚିତ ହୋଇଛନ୍ତି ଯୁବରାଜ …

ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ମଧ୍ୟ କିଭଳି ନିଜର ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଜଣେ ବିଶ୍ୱ ବିଦିତ ହୋଇପାରିବ ତାହାର ଏକ ପ୍ରକୃଷ୍ଟ ଉଦାହାରଣ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ସ୍କୁଲସ୍ତରରେ ବ୍ୟାଡିମିଣ୍ଟନ ଓ ଫୁଟବଲ ଖେଳୁଥିବା ଧୋନି ଯେ ପରବର୍ତ୍ତୀ ସମୟରେ ବିଶ୍ୱ କ୍ରିକେଟରେ ରାଜ୍ୟ କରିବେ ଏହା ଥିଲା ସଭିଁଙ୍କ କଳ୍ପନାତୀତ । ସଦ୍ୟ ସମାପ୍ତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ …

ଚଳିତ ଆଇପିଏଲ ସିଜିନରେ ଲୋକେଶ ରାହୁଲ, ଶିଖର ଧାୱନ, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲିୟର୍ସ ବିସ୍ପୋରକ ବ୍ୟାଟିଂ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ଅଭିଭୂତ କରିଛନ୍ତି । ଦିଲ୍ଲୀ ଡେୟାରଡେଭିଲ୍ସର ରିଶଭ ପନ୍ତ ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଏଯାବତ ୬୮୪ ରନ ସଂଗ୍ରହ କରିସାରିଲେଣି । ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ୧୪ ବଲରୁ ୫୦ ରନ ସଂଗ୍ରହ କରି ସବୁଠୁ ଦ୍ରୁତତମ ଅର୍ଦ୍ଧ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ଲୋକେଶ ରାହୁଲ । ପୂର୍ବରୁ …

ଇଣ୍ଡିଆନ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂହ ଧୋନିଙ୍କ ସଫଳତାର ଫର୍ଦ୍ଦ ବହୁତ ଲମ୍ବା । ପ୍ରଥମ ଆଇପିଏଲ ଅନୁଷ୍ଠିତ ହୋଇଥିଲା ୨୦୦୮ରେ । ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲା । ତା ପର ବର୍ଷ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲା ଧୋନିଙ୍କ ଦଳ । ୨୦୧୦ରୁ ୧୩ ପର୍ଯ୍ୟନ୍ତ ଲଗାତର ଚାରି ବର୍ଷ ଚେନ୍ନାଇ ସୁପରକିଙ୍ଗସ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲା । ୨୦୧୪ରେ ପ୍ଲେ ଅଫ୍ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିବାବେଳେ ୨୦୧୫ରେ …