Posts in category

କ୍ରୀଡ଼ା


Gobardhana Panda – Driver Cum Researcher of Aboriginals of Koraput.

Read More

Prof. Aditya Mohanty: An effort worth Adruta

Read More

An old memory of Sankalp tv with Padma shree Kamala pujari

Read More

ମହା ଆଡମ୍ବରରେ ବିଶ୍ୱକୁ ଚକିତ କରି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ହକିର ପ୍ରଥମ ଉଦ୍‌ଘାଟନୀ ସମାରୋହ ଶେଷ ହୋଇଥିବା ବେଳେ ଆଜି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଏହାର ଦ୍ୱିତୀୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଆଜିର ଏହି ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍ ଯୋଗ ଦେବେ। ସଲମାନ୍‌ ନିଜେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ। ଏଥିପାଇଁ …

ଭୁବନେଶ୍ୱରରେ ଆଜି ବହୁ ପ୍ରତିକ୍ଷିତ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ , ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡିୟମ। ଗତକାଲି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବକୁ ନେଇ DGP କରିଥିବା ସାମ୍ବାଦିକ ସମ୍ମିଳନୀରୁ ସୂଚନା ମିଳିଛି ଯେ ଷ୍ଟାଡିୟମ ଭିତରେ ୧୮୦ଟି ସିସିଟିଭି କ୍ୟାମେରା, ଅନ୍ୟ ୨୮ଟି ସ୍ଥାନରେ ୧୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲା ଯିବାସହ ଗୁଇନ୍ଦାକୁ କ୍ରିୟାଶୀଳ କରାଯାଇଛି, ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରି ପୋଲିସ ରହିବେ। କଳିଙ୍ଗ …

ଦୁବାଇରେ ଚାଲିଥିବା ଏସିଆ କପରେ ଟିମ୍ ଇଣ୍ଡିଆର ଦବଦବା ଜାରି ରହିଛି । ସୁପର ଫୋରର ଏକ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ୧୯ତମ ଏବଂ ଶିଖର ଧାୱନଙ୍କ ୧୫ତମ ଶତକ ସହାୟତାରେ ପାକିସ୍ତାନକୁ ଏକ ତରଫା ଭାବେ ପରାସ୍ତ କରିଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ବୁମରା, ଚହଲ, ଯାଦବଙ୍କ ଆକର୍ଷଣୀୟ ବୋଲିଂ …

ଭାରତ ତାର ପ୍ରଥମ ମ୍ୟାଚରେ ହଂକଂ ନିକଟରୁ ବିଜୟ ହାସଲ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଦୁର୍ବଳତା ପଦାରେ ପଡିଯାଇଛି । ହଂକଂର ଅଧିନାୟକ ଓଡିଆ ପୁଅ ଅଂଶୁମାନ ରଥ ଓ ନିଜାକତ ଖାନ ଦମଦାର ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ପ୍ରଭଞ୍ଜନ ମଲ୍ଲିକ, ପ୍ରଜ୍ଞାନ ଓଝାଙ୍କ ପରେ ପଞ୍ଚମ ଓଡିଆ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି ଅଂଶୁମାନ । ପ୍ରଥମ ଉଇକେଟରେ ସାଥୀ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସତ୍ତ୍ୱେ ୧୧୮ ରନ ବ୍ୟବଧାନରେ ପରାଜିତ ହୋଇଛି ଭ୍ରମଣକାରୀ ଦଳ । ଦ୍ୱିତୀୟ ଇଂନିସରେ ୪୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ୩୪୫ ରନରେ ଅଲଆଉଟ ହୋଇଯାଇଥିଲା ଭାରତୀୟ ଦଳ । ନବାଗତ ଉଇକେଟ କିପର ରିଶଭ ପନ୍ତ ଏବଂ ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କ ଶତକ ସତ୍ତ୍ୱେ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଂଚିପାରିନଥିଲା ଟିମ୍ ଇଣ୍ଡିଆ । ଆଗରୁ ୩-୧ରେ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ପରାଜୟ ଏଡାଇବାକୁ ଭ୍ରମଣକାରୀ ଦଳ ସଂଘର୍ଷ କରୁଛି । ପ୍ରଥମ ଇଂନିସରେ ଘରୋଇ ଦଳର ୩୩୨ ରନର ଜବାବରେ ଭାରତୀୟ ଦଳ ସଂଗ୍ରହ କରିଥିଲା ୨୯୨ ରନ । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଦଳର ବ୍ୟାଟିଂ କିମ୍ବଦନ୍ତୀ ଆଲିଷ୍ଟାୟାର କୁକଙ୍କ ୧୪୭ ଓ ଅଧିନାୟକ ଜୋ ରୁଟଙ୍କ ୧୨୫ ରନ ସହାୟତାରେ ୪୨୩ ରନ କରି ପାଳି ସମାପ୍ତି ଘୋଷଣା କରିଛି ଘରୋଇ ଦଳ । ଭାରତ …

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ଟେଷ୍ଟରେ ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୮ ଉଇକେଟ ହରାଇ ୨୧୯ ରନ ସଂଗ୍ରହ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ ।ଘରୋଇ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବିଦାୟୀ ମ୍ୟାଚରେ ୮ଟି ଚୌକା ସହ 71 …

ସାଉଥମ୍ପଟନଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭ୍ରମଣକାରୀ ଦଳକୁ ୬୦ ରନରେ ପରାସ୍ତ କରିଛି ଘରୋଇ ଦଳ । ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଲଢେଇ ସତ୍ତ୍ୱେ ଇଂଲିସ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଛି ଟିମ୍ ଇଣ୍ଡିଆ । ୫ଟିକିଆ ଟେଷ୍ଟ ସିରିଜକୁ ୩-୧ରେ ହାତେଇନେଇଛି ଭ୍ରମଣକାରୀ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିନେଇଥିଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ଭାରତୀୟ ବୋଲରଙ୍କ …

କ୍ରମାଗତ ଦୁଇଟି ମ୍ୟାଚରେ ପରାଜୟ ପରେ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକର୍ଷଣୀୟ ବ୍ୟାଟିଂ ଏବଂ ପାଣ୍ଡ୍ୟା ଓ ବୁମରାଙ୍କ ଅଗ୍ନିବର୍ଷୀ ବୋଲିଂ ବଳରେ ଗତ ମ୍ୟାଚରେ ୨୦୩ ରନର ବିଶାଳ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଟେଷ୍ଟ ରାଙ୍କରେ ପ୍ରଥମ …

କର ବା ମର ମ୍ୟାଚରେ ଇଂଲଣ୍ଡ ବିରୋଧରେ ୨୦୩ ରନର ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ । ବିଶେଷତଃ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମ ଇଂନିସରେ ଅଧିନାୟକ କୋହଲି ଓ ରାହାଣେଙ୍କ ଚମକପ୍ରଦ ବ୍ୟାଟିଂ, ପାଣ୍ଡ୍ୟାଙ୍କ ବିଧ୍ୱଂସୀ ବୋଲିଂକୁ ଆଧାର କରି ଭ୍ରମଣକାରୀ ଦଳକୁ ଅଡୁଆରେ …