କ୍ରୀଡ଼ା

ଚେସ୍ କୋଚ୍ ଅପରାଜିତା ଅନନ୍ୟା
ସଂପ୍ରତି ଚେସ୍ ଖେଳରେ ଓଡିଆ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ସେ କିରଣ ମନୀଷା ମହାନ୍ତି ହୁଅନ୍ତୁ ଅବା ପଦ୍ମିନୀ ରାଉତ କିମ୍ବା ଦେବାଶିଷ ଦାସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚେସରେ ପଦକ ଜିଣି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସେଭଳି ଆଉଜଣେ ଅନ୍ତର୍ଜାତୀୟ ସ୍ୱନାମଧନ୍ୟ ତାରକା ହେଉଛନ୍ତି ପୁରୀ ଜିଲ୍ଲାର ୨୪ ବର୍ଷୀୟା ଅପରାଜିତା ଗୋଚ୍ଛିକାର । ସେ ଏସିଆନ୍ ୟୁଥ୍ ଚେସ୍ ଚମ୍ପିଆନସିପ୍-୨୦୧୭ ପାଇଁ କୋଚ୍ ଭୂମିକା ତୁଲାଇାବେ । …

ମଙ୍କଡେଡ୍ ଆଉଟ୍
ସଂପ୍ରତି କ୍ରିକେଟ ଖେଳର ଲୋକପ୍ରିୟତା ବେଶୀ । ପିଲାଠୁ ବୁଢା ପର୍ଯ୍ୟନ୍ତ ସଭିଏଁ କ୍ରିକେଟ ମାୟାରେ ବାୟା । ୧୯୭୧ ପୂର୍ବରୁ ତ କ୍ରିକେଟ କହିଲେ ଟେଷ୍ଟ ମ୍ୟାଚକୁ ବୁଝାଉଥିଲା । ସେହି ବର୍ଷ ଜାନୁୟାରୀ ୫ ତାରିଖରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପ୍ରଥମ ତିନି ଦିନ ଯଦି ବର୍ଷା ଯୋଗୁଁ ଧୋଇ ଯାଇନଥାନ୍ତା ତେବେ ଆଜି ହୁଏତ ଏକଦିବସୀୟ ମ୍ୟାଚର ପରିକଳ୍ପନା ମନକୁ ଆସିନଥାନ୍ତା । ୨୦୦୩ ରୁ ଆରମ୍ଭ …

ବ୍ରାଡମ୍ୟାନଙ୍କ ପରେ କୋହଲି
ବିଶ୍ୱର ବ୍ୟାଟିଂ କିମ୍ବଦନ୍ତୀ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ କଥା କିଏ ନ ଜାଣେ? ଯେତେବେଳେ ପଡିଆକୁ ଓହ୍ଲାନ୍ତି ଦୁର୍ଦ୍ଧଷ ବୋଲରମାନଙ୍କ ଆଖିରୁ ବି ନିଦ ହଜିଯାଏ । ୨୦ ବର୍ଷ କ୍ୟାରିୟର ମଧ୍ୟରେ ୨ ଟି ତ୍ରିଶତକ, ୧୨ଟି ଦ୍ୱିଶତକ ଓ ୨୯ଟି ଶତକ ତାଙ୍କ ନାମରେ ରହିଛି । ତାଙ୍କର ସର୍ବକାଳୀନ ବ୍ୟାଟିଂ ଏଭରେଜ ରେକର୍ଡ ୯୯.୯୪ ଏବେ ମଧ୍ୟ ଅଲଂଘନୀୟ । ସ୍ଥିର ପ୍ରଦର୍ଶନ ଓ ବ୍ୟାଟିଂ କୌଶଳ ଦୃଷ୍ଟିରୁ ସଂପ୍ରତି ଭାରତର …